Base Word
צַעַד
Short Definitiona pace or regular step
Long Definitionstep, pace, stride
Derivationfrom H6804
International Phonetic Alphabett͡sˤɑˈʕɑd̪
IPA modt͡sɑˈʕɑd
Syllableṣaʿad
Dictiontsa-AD
Diction Modtsa-AD
Usagepace, step
Part of speechn-m

2 Samuel 6:13
ଯେଉଁ ଲୋକମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହିଥିଲେ ସମାନେେ ଛଅ ପାହକ୍ସ୍ଟଣ୍ତ ଆସିଲା ପରେ ସଠାେରେ ଅଟକିଲେ ଓ ଦାଉଦ ସଠାେରେ ଏକ ଗୋରୁ ବଳି ଦେଲେ ଓ ଏକ ମାଟୋ ବାଛକ୍ସ୍ଟରୀ ମଧ୍ଯ ବଳି ଦେଲେ।

2 Samuel 22:37
ମାରେ ଗୋଡ ଓ ଗଣ୍ତିକକ୍ସ୍ଟ ଦୃଢ କର, ତେଣୁ ମୁ ଦୁର୍ବଳ ହବେି ନାହିଁ ଏବଂ ପଡିବି ନାହିଁ।

Job 14:16
ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।

Job 18:7
ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।

Job 31:4
ମୁଁ ଯାହାକରେ ବା ପଦକ୍ଷପେ ଗ୍ରହଣ କରେ, ପରମେଶ୍ବର ସେ ସବୁ ଜାଣନ୍ତି ଓ ଦେଖନ୍ତି।

Job 31:37
ଯଦି ପରମେଶ୍ବର ତାହା କରନ୍ତି, ତବେେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦବେି। ଜଣେ ନେତାଭଳି ମାରେ ମୁଣ୍ଡ ଟକେି ମୁଁ ପରମେଶ୍ବରଙ୍କ ପାଖକୁ ଆସିବି।

Job 34:21
ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।

Psalm 18:36
ମାରେ ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର, ୟାହାଫଳରେ ମୁଁ ଦୁର୍ବଳ ହବେି ନାହିଁ ଏବଂ ପଡ଼ିବି ନାହିଁ।

Proverbs 4:12
ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।

Proverbs 5:5
ସେ ହେଉଛି ମୃତ୍ଯୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନଇୟିବେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்