Base Word
צָמַח
Short Definitionto sprout (transitive or intransitive, literal or figurative)
Long Definitionto sprout, spring up, grow up
Derivationa primitive root
International Phonetic Alphabett͡sˤɔːˈmɑħ
IPA modt͡sɑːˈmɑχ
Syllableṣāmaḥ
Dictiontsaw-MA
Diction Modtsa-MAHK
Usagebear, bring forth, (cause to, make to) bud (forth), (cause to, make to) grow (again, up), (cause to) spring (forth, up)
Part of speechv

Genesis 2:5
ସହେି ସମୟରେ କୌଣସି ବୁଦା ବା ଘାସ ବଢ଼ିନଥିଲା, ସଦାପ୍ରଭୁ ପୃଥିବୀ ରେ ବର୍ଷା କରାଇ ନଥିଲେ। କାରଣ ପୃଥିବୀର ଯତ୍ନ ନବୋପାଇଁ କହେି ନଥିଲେ।

Genesis 2:9
ସଦାପ୍ରଭୁ ପରମେଶ୍ବର ପ୍ରେତ୍ୟକକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀ ରେ ସୃଷ୍ଟି କଲେ। ସହେି ଭାବରେ ଉଦ୍ୟାନ ରେ ମଧ୍ଯଭାଗ ରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷଯ ରେ ଜ୍ଞାନ ଦବୋ ବୃକ୍ଷ ମଧ୍ଯ ଉତ୍ପନ୍ନ କଲେ।

Genesis 3:18
ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।

Genesis 41:6
ସମାନଙ୍କେ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାଯୁ ରେ ଶୁଖିଗଲା ପରି ଦଖାଯାେଉଥିଲା।

Genesis 41:23
ଏହାପରେ ସାତଟା ମୁଣ୍ଡ ବାହରି ଆସିଲା ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସହେି ଗୁଡ଼ିକ କ୍ଷୀଣ ପୂର୍ବ ବାଯୁ ରେ ଶୁଖି ୟାଇଥିବା ପରି ଦଖାେ ଯାଉଥିଲା।

Exodus 10:5
ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସମାନେେ ଏତେ ସଂଖ୍ଯକ ହବେେ ଯେ, ତୁମ୍ଭମାନେେ ଆଉ ଭୂମି ଦେଖିପାରିବ ନାହିଁ। ଯେକୌଣସି ଦ୍ରବ୍ଯ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସମାନେେ କ୍ଷେତ୍ର ମଧ୍ଯସ୍ତ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷଣ କରିବେ।

Leviticus 13:37
ଯଦି ଯାଜକ ଦୃଷ୍ଟି ରେ ସହେି ଛଉ ବଢି ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତବେେ ସହେି ଛଉ ଆରୋଗ୍ୟ ହାଇେଅଛି, ସେ ଶୁଚି ହାଇେଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

Deuteronomy 29:23
ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

Judges 16:22
କିନ୍ତୁ ଶାମ୍ଶାେନ୍ର ବାଳ ପକ୍ସ୍ଟନର୍ବାର ବଢିବାକକ୍ସ୍ଟ ଲାଗିଲା।

2 Samuel 10:5
ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସମାନଙ୍କେୁ ଭଟେିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସମାନେେ ଅତି ଲଜ୍ଜିତ ହାଇେଥିଲେ। ରାଜା ସମାନଙ୍କେୁ କହିଲେ, ତୁମ୍ଭର ଦାଢି ବଢିବା ପର୍ୟ୍ଯନ୍ତ ତୁମ୍ଭମାନେେ ଯିରୀହାେ ରେ ଥାଅ। ଏହାପରେ ଯିରୁଶାଲମକୁ ଫରେି ଆସିବ।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்