Base Word
צֶמֶד
Short Definitiona yoke or team (i.e., pair); hence, an acre (i.e., day's task for a yoke of cattle to plough)
Long Definitioncouple, pair, team, yoke
DerivationH6775
International Phonetic Alphabett͡sˤɛˈmɛd̪
IPA modt͡sɛˈmɛd
Syllableṣemed
Dictiontseh-MED
Diction Modtseh-MED
Usageacre, couple, × together, two (donkeys), yoke (of oxen)
Part of speechn-m

Judges 19:3
ଏହାପରେ ତା'ର ସ୍ବାମୀ ତା ପାଖକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଓ ତାକକ୍ସ୍ଟ ନମ୍ରତା ରେ କହିଲେ କାଳେ ସେ ତାଙ୍କ ସହିତ ଫରେି ଆସିବ। ସେ ତାଙ୍କର ଗୋଟିଏ ୟୋଡା ଗଧ ଓ ତାଙ୍କର ଦାସ ସହିତ ସେଠି ପହନ୍ଚିଲେ। ସହେି ଲବେୀୟ ଲୋକଟିକକ୍ସ୍ଟ ଦେଖି ସହେି ସ୍ତ୍ରୀ ଲୋକ ଜଣଙ୍କର ପିତା ବହକ୍ସ୍ଟତ ଖକ୍ସ୍ଟସି ହାଇଗେଲେ ଓ ତାଙ୍କୁ ପାଛୋଟି ନବୋପାଇଁ ବାହାରକକ୍ସ୍ଟ ବାହାରି ଆସିଲେ।

Judges 19:10
କିନ୍ତୁ ଲବେୀୟ ଲୋକଜଣଙ୍କକ୍ସ୍ଟ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗକ୍ସ୍ଟ ନଥିଲା। ତେଣୁ ସେ ପ୍ରସ୍ତକ୍ସ୍ଟତ ହେଲା ଏବଂ ତା'ର ଉପପତ୍ନୀ ଓ ଗଧ ଦକ୍ସ୍ଟଇଟିକକ୍ସ୍ଟ ଧରି ଗ୍ଭଲିଗଲା, ସେ ୟିବୂଷ ପର୍ୟ୍ଯନ୍ତ ୟାତ୍ରା କଲେ।

1 Samuel 11:7
ଶାଉଲ ହଲେ ବଳଦ ଆଣି ସମାନଙ୍କେୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟକ୍ସ୍ଟକକ୍ସ୍ଟରାଗୁଡିକୁ ଦୂତଗଣକକ୍ସ୍ଟ ଦେଲେ। ସେ ଏହା ଇଶ୍ରାୟେଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, ଯଦି କହେି ଶାଉଲ ଏବଂ ଶାମୁୟେଲଙ୍କୁ ଅନକ୍ସ୍ଟସରଣ ନକରନ୍ତି, ତବେେ ସମାନଙ୍କେର ଗାଈଗୁଡିକୁ ଏପରି ଖଣ୍ତ ଖଣ୍ତ କରି ଦିଆୟିବ।

1 Samuel 14:14
ଅଧା ଏକର ଜମି ରେ ଯୋନାଥନ ଏବଂ ତାଙ୍କର ସାହାୟ୍ଯକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡିଏ ଜଣଙ୍କକ୍ସ୍ଟ ହତ୍ଯା କଲେ।

2 Samuel 16:1
ଦାଉଦ ପର୍ବତ ଶୃଙ୍ଗ ପାର ହାଇେ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦକ୍ସ୍ଟଇଟି ଗଧ ସଙ୍ଗ ରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପୋଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳିନ ଫଳ ଏବଂ ଏକ କକ୍ସ୍ଟମ୍ଫା ଦ୍ରାକ୍ଷାରସ ଥିଲା।

1 Kings 19:19
ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

1 Kings 19:21
ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନଇେ ବଧ କଲେ ଓ ୟୁଆଳି କାଠ ରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିଯଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାୟ୍ଯ କାରୀ ହେଲେ।

2 Kings 5:17
ଏଥି ରେ ନାମାନ୍ କହିଲେ, ଆପଣ ଏହା ଯଦି ସ୍ବୀକାର ନ କରନ୍ତି, ତବେେ ମୁଁ ବିନଯ କରୁଛି, ମାେ ପାଇଁ ଏହା କର। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ୟ୍ଯନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ଯତୀତ ଆଉ କୌଣସି ଦବେତା ଉଦ୍ଦେଶ୍ଯ ରେ ବଳିଦାନ କି ହାମବେଳି ଉତ୍ସର୍ଗ କରିବ ନାହିଁ।

2 Kings 9:25
ଯହେୂ ତାଙ୍କର ସାରଥି ବିଦ୍କରକୁ କହିଲେ, ତାକୁ ଉଠାଇ ନଇେ ୟିଷ୍ରିଯଲେୀଯ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକା ରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।

Job 1:3
ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்