Base Word
צֵל
Short Definitionshade, whether literal or figurative
Long Definitionshadow, shade
Derivationfrom H6751
International Phonetic Alphabett͡sˤel
IPA modt͡sel
Syllableṣēl
Dictiontsale
Diction Modtsale
Usagedefence, shade(-ow)
Part of speechn-m

Genesis 19:8
ଦେଖ, ମାରଦେୁଇଟି କୁମାରୀ କନ୍ଯା ଅଛନ୍ତି। ମୁଁ ସମାନଙ୍କେୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭମାନେେ ଯାହା ଇଛା ସମାନଙ୍କେୁ ପ୍ରତି କର। କିନ୍ତୁ ସହେି ଲୋକମାନଙ୍କୁ କିଛି କର ନାହିଁ। ସମାନେେ ମାେ ଗୃହ ରେ ଅତୀଥି ଥିବାରୁ ମୁଁ ସମାନଙ୍କେୁ ସୁରକ୍ଷା ଦବେି।

Numbers 14:9
ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।

Judges 9:15
କିନ୍ତୁ କଣ୍ଟକ ବୃକ୍ଷ ସମାନଙ୍କେୁ କହିଲା, ବାସ୍ତବ ରେ ତୁମ୍ଭମାନେେ ଯଦି ମାେତେ ତୁମ୍ଭମାନଙ୍କର ଶାସକ ପାଇଁ ଗ୍ଭହକ୍ସ୍ଟଁଛ, ତବେେ ଆସ ମାରେ ଛାଇ ରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରକ୍ସ୍ଟ ଅଗ୍ନି ବାହାରି ଲିବା ନୋନ୍ର ଏରସ ବୃକ୍ଷଗୁଡିକୁ ଗ୍ରାସ କରୁ।

Judges 9:36
ଗାଲ୍ ୈସନ୍ଯମାନଙ୍କୁ ଦେଖିଲା। ଗାଲ୍ ସବୂଲକକ୍ସ୍ଟ କହିଲେ, ପର୍ବତରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଥିବା ୈସନ୍ଯମାନଙ୍କୁ ଦେଖ।

2 Kings 20:9
ତହୁଁ ଯିଶାଇୟ କହିଲେ, ତୁମ୍ଭେ କି ସୂଚନା ଚାହୁଁଛ? ଛାଯା କ'ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ୟିବ ? ତୁମ୍ଭ ପାଇଁ ପରମେଶ୍ବରଙ୍କଠାରୁ ଏହି ଚିହ୍ନ ହବେ। ଯେ ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ।

2 Kings 20:10
ଏଥି ରେ ହିଜକିଯ ଉତ୍ତର କଲେ, ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।

2 Kings 20:10
ଏଥି ରେ ହିଜକିଯ ଉତ୍ତର କଲେ, ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।

2 Kings 20:11
ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।

1 Chronicles 29:15
ଆମ୍ଭମାନେେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କବଳେ ଅପରିଚିତ ଆଗନ୍ତୁକ ଅଟୁ ଓ ଏହି ପୃଥିବୀ ମଧିଅରେ ଭ୍ରମଣ କରୁଅଛୁ। ଏହି ପୃଥିବୀର ଆମ୍ଭମାନଙ୍କର ସମୟ କବଳେ ଅତିକ୍ରାନ୍ତ ଛାଯା ତୁଲ୍ଯ। ଆମ୍ଭମାନେେ ତାହାକୁ ବନ୍ଦ କରି ନ ପାରୁ।

Job 7:2
ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்