Base Word
צַיִד
Short Definitionthe chase; also game (thus taken)
Long Definitionhunting, game
Derivationfrom a form of H6679 and meaning the same
International Phonetic Alphabett͡sˤɑˈjɪd̪
IPA modt͡sɑˈjid
Syllableṣayid
Dictiontsa-YID
Diction Modtsa-YEED
Usage× catcheth, food, × hunter, (that which he took in) hunting, venison, victuals
Part of speechn-m
Base Word
צַיִד
Short Definition(generally) lunch (especially for a journey)
Long Definitionhunting, game
Derivationfrom a form of H6679 and meaning the same
International Phonetic Alphabett͡sˤɑˈjɪd̪
IPA modt͡sɑˈjid
Syllableṣayid
Dictiontsa-YID
Diction Modtsa-YEED
Usage× catcheth, food, × hunter, (that which he took in) hunting, venison, victuals
Part of speechn-m

Genesis 10:9
ସେ ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ନିମ୍ରୋଜ ତୁଲ୍ଯ ଥିଲେ ବୋଲି ଲୋକମାନେ କହୁଥିଲେ, ସେ ବ୍ଯକ୍ତି ନିମ୍ରୋଜ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖ ରେ ଗୋଟିଏ ପରାକ୍ରାନ୍ତ ବ୍ଯାଧ।

Genesis 25:27
ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।

Genesis 25:28
ଇସ୍ହାକ ମୃଗଯା ମାଂସ ଅତି ସୁସ୍ବାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।

Genesis 27:3
ତେଣୁ ତମ୍ଭେ ତୁମ୍ଭର ଧନୁ ଏବଂ ଶର ନଇେ ଶିକାର କରିବାକୁ ୟାଅ। ମାେ ଖାଦ୍ୟ ପାଇଁ ଏକ ମୃଗ ଶିକାର କର।

Genesis 27:5
ତେଣୁ ଏଷୌ ଶିକାରକୁ ଗଲା।

Genesis 27:7
ତୁମ୍ଭର ପିତା କହିଲେ, 'ମାେ ପାଇଁ ମୃଗଯା ମାଂସ ରାନ୍ଧି କରି ମାଦେେ ଖୁଆଅ। ମାେ ପାଇଁ ଖାଦ୍ୟ ପ୍ରସ୍ତୁତ କରିଆଣ ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।'

Genesis 27:19
ଯାକୁବ ତାଙ୍କର ପିତାଙ୍କୁ କହିଲା, ମୁଁ ଏଷୌ ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ଯ ଅନୁସାରେ ମୁଁ କରିଛି। ଏବଂ ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମାେତେ ଆଶୀର୍ବାଦ କର।

Genesis 27:25
ଏହାପରେ ଇସ୍ହାକ କହିଲେ, ସହେି ଖାଦ୍ୟ ମାେ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦବେି। ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ। ସେ ତାକୁ ପିଇଲେ।

Genesis 27:30
ଇସ୍ହାକ ଯାକୁବକୁ ଆଶୀର୍ବାଦ ଦଇେ ସାରିଲେ। ଏହାପରେ ସେ ସହେି ସ୍ଥାନ ପରିତ୍ଯାଗ କଲେ। ଏହି ସମୟରେ ଏଷେ ଶିକାରରୁ ଫରେିଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்