Base Word
צָחַק
Short Definitionto laugh outright (in merriment or scorn); by implication, to sport
Long Definitionto laugh, mock, play
Derivationa primitive root
International Phonetic Alphabett͡sˤɔːˈħɑk’
IPA modt͡sɑːˈχɑk
Syllableṣāḥaq
Dictiontsaw-HAHK
Diction Modtsa-HAHK
Usagelaugh, mock, play, make sport
Part of speechv

Genesis 17:17
ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?

Genesis 18:12
ତେଣୁ ସାରା ଶୁଣିଥିବା କଥାକୁ ବିଶ୍ବାସ କରିପାରିଲା ନାହିଁ। ସେ ନିଜକୁ ନିଜେ ହସିଲା ଏବଂ କହିଲା, ମୁଁ ଏବଂ ମାରେ ସ୍ବାମୀ ବର୍ଦ୍ଧକ୍ଯ ରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହାଇୟୋଇଛୁ।

Genesis 18:13
ଏହାପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହାଇୟୋଇଛି।

Genesis 18:15
କିନ୍ତୁ ସାରା ଅସ୍ବୀକାର କରି କହିଲା, ମୁଁ ହସି ନଥିଲି! ସହେିପରି ଭୟ ରେ କହିଥିଲି।

Genesis 18:15
କିନ୍ତୁ ସାରା ଅସ୍ବୀକାର କରି କହିଲା, ମୁଁ ହସି ନଥିଲି! ସହେିପରି ଭୟ ରେ କହିଥିଲି।

Genesis 19:14
ତେଣୁ ଲୋଟ ବାହାରକୁ ୟାଇ ତାଙ୍କର ଜ୍ବାଇଁଙ୍କୁ କହିଲେ, ଶିଘ୍ର ଏ ସହର ପରିତ୍ଯାଗ କର! ପରମେଶ୍ବର ଖୁବଶିଘ୍ର ଏହି ସହର ଧ୍ବଂସ କରିବେ। କିନ୍ତୁ ସହେି ଲୋକମାନେ ଭାବିଲେ ଲୋଟ ସମାନଙ୍କେ ସହିତ ଥଟ୍ଟା ହେଉଛନ୍ତି।

Genesis 21:6
ଏବଂ ସାରା କହିଲା, ପରମେେଶ୍ବର ମାେ ନିମନ୍ତେ ହସ କଲେ ଏବଂ ଯେ ଏହା ଶୁଣିବ ସେ ମଧ୍ଯ ହସିବ।

Genesis 21:9
ହାଗାର ପୁଅ ଖଳେୁଥିବାର ସାରା ଦେଖିଲା। ଯାହା ହାଗାର ମିଶରୀଯ ଏହି ପୁତ୍ର ଅବ୍ରହାମଙ୍କ ଦ୍ବାରା ହାଇେଥିଲା।

Genesis 26:8
ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।

Genesis 39:14
ସେ ଗୃହର ବାହାର ଲୋକମାନଙ୍କୁ ଡ଼ାକି ସେ କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗ ରେ ପରିହାସ କରିବା ନିମନ୍ତେ ଜଣେ ଅବ୍ରୀଯକୁ ଆଣିଛନ୍ତି। ସେ ଭିତରକୁ ପଶି ମାେ ସହିତ ଶଯନ କରିବାକୁ କହିଲା। ମୁଁ ବଡ଼ ପାଟି ରେ ଡ଼ାକ ପକାଇଲି।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்