Base Word
צְחִיחַ
Short Definitionglaring, i.e., exposed to the bright sun
Long Definitionshining or glaring surface, glow
Derivationfrom H6705
International Phonetic Alphabett͡sˤɛ̆ˈħɪi̯.ɑħ
IPA modt͡sɛ̆ˈχiː.ɑχ
Syllableṣĕḥîaḥ
Dictiontseh-HEE-ah
Diction Modtseh-HEE-ak
Usagehigher place, top
Part of speechn-m

Nehemiah 4:13
ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।

Ezekiel 24:7
କାରଣ ସହେି ରକ୍ତ ପାତ୍ର ମଧିଅରେ ଅଛି। ୟିରୁଶାଲମ ଏହାକୁ ପଥର ଚଟାଣ ଉପ ରେ ଢ଼ାଳିଲା, ସେ ଧୂଳି ଭୂମିରେ ନୁହେଁ, ଯେଉଁଠା ରେ ଧୂଳି ଆଚ୍ଛାଦିତ ହବେ।

Ezekiel 24:8
ସେ ରକ୍ତ ପ୍ରତି ଶାଧେ ନବୋ ପାଇଁ ଯେପରି ଲୋକମାନଙ୍କର କୋର୍ଧ ଜାଗ୍ରତ କରିବ, ଏଥିପାଇଁ ତାକୁ ଆଚ୍ଛାଦିତ ନ କରି ଶୁଷ୍କ ତୈଳ ଉପ ରେ ତାହା ରଖିଅଛୁ।

Ezekiel 26:4
ସମାନେେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ। ମୁଁ ମଧ୍ଯ ତାହାର ଧୂଳିସବୁ ଉଡ଼ଇେ ଦବେି ଓ ତାକୁ ଶୁଷ୍କ ତୈଳ କରିବି।

Ezekiel 26:14
ଏବଂ ମୁଁ ତୁମ୍ଭକୁ ଏକ ଶୁଷ୍କ ତୈଳ ରେ ପରିଣତ କରିବି। ତୁମ୍ଭେ ସମୁଦ୍ର ତୀରସ୍ଥ ଏକ ଜାଲ ପ୍ରସାରିତ ହବୋର ସ୍ଥାନ ହବେ। ତୁମ୍ଭର ଆଉ ପୁନଃନିର୍ମାଣ ହବେ ନାହିଁ କାରଣ ମୁଁ ସଦାପ୍ରଭୁ ଏହା କହିଅଛି। ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்