Base Word
צֶאֱצָא
Short Definitionissue, i.e., produce, children
Long Definitionoffspring, produce, issue
Derivationfrom H3318
International Phonetic Alphabett͡sˤɛ.ʔɛ̆ˈt͡sˤɔːʔ
IPA modt͡sɛ.ʔĕ̞ˈt͡sɑːʔ
Syllableṣeʾĕṣāʾ
Dictiontseh-eh-TSAW
Diction Modtseh-ay-TSA
Usagethat which cometh forth (out), offspring
Part of speechn-m

Job 5:25
ତୁମ୍ଭର ଅନକେ ସନ୍ତାନସନ୍ତତି ହବେେ, ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।

Job 21:8
ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି, ସମାନେେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।

Job 27:14
ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।

Job 31:8
ତବେେ ଅନ୍ୟ ଲୋକ ସହେି ଶସ୍ଯ ଖାଇଲେ ତାହା ଠିକ୍ ହବେ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦଲେି।

Isaiah 22:24
ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପ ରେ ଟଙ୍ଗାଇବେ। ସମସ୍ତ ବଯସ୍କ ଓ େଛାଟ ପିଲାମାନେ ତା'ଉପ ରେ ନିର୍ଭର କରିବେ। ସହେି ଲୋକମାନେ ପାନପାତ୍ର ଅବଧି କଳଶ ପର୍ୟ୍ଯନ୍ତ ପ୍ରେତ୍ୟକକ କ୍ଷୁଦ୍ର ପାତ୍ର ତାହା ଉପ ରେ ଟଙ୍ଗାଇବେ।

Isaiah 34:1
ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।

Isaiah 42:5
ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପ ରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ବାସ ପ୍ରଶ୍ବାସ ଦିଅନ୍ତି ଓ ସକଳ ଆତୟାତ ବ୍ଯକ୍ତିମାନଙ୍କୁ ଜୀବନ ଦିଅନ୍ତି, ସହେି ସଦାପ୍ରଭୁ ପ୍ରକୃତ ପରମେଶ୍ବର ଏହି କଥା କୁହନ୍ତି।

Isaiah 44:3
'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।

Isaiah 48:19
ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥାନ୍ତ ତବେେ ତୁମ୍ଭର ବଂଶ ବାଲୁକା ତୁଲ୍ଯ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ଯ ହାଇେଥାନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହାଇେ ନ ଥାନ୍ତା।'

Isaiah 61:9
ପୁଣି ସମାନଙ୍କେ ବଂଶ ଅନ୍ୟ ଦେଶୀଯମାନଙ୍କ ମଧିଅରେ ଓ ସମାନଙ୍କେ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧିଅରେ ବିଖ୍ଯାତ ହବେେ। ସମାନେେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସମାନଙ୍କେୁ ଦେଖିବା ଲୋକ ସମସ୍ତେ ସ୍ବୀକାର କରିବେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்