Base Word
פֶּתַח
Short Definitionan opening (literally), i.e., door (gate) or entrance way
Long Definitionopening, doorway, entrance
Derivationfrom H6605
International Phonetic Alphabetpɛˈt̪ɑħ
IPA modpɛˈtɑχ
Syllablepetaḥ
Dictionpeh-TA
Diction Modpeh-TAHK
Usagedoor, entering (in), entrance (-ry), gate, opening, place
Part of speechn-m

Genesis 4:7
ତୁମ୍ଭେ ଯଦି ଠିକ୍ ବିଷଯ କରିବ, ତବେେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ କର ତବେେ ତାହା ପାପ ହବେ। ପାପ ଏକ ପ୍ରାଣୀପରି, ତୁମ୍ଭ ଦ୍ବାରା ସମ୍ମୁଖ ରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛ। ତୁମ୍ଭେ ନିଶ୍ଚଯ ତା' ଉପରେ ରାଜତ୍ବ କରିବ।

Genesis 6:16
ଉପରୁ ଏକ ହାତ ଛାଡ଼ି ଝରକା କରିବ। ସହେି ଜାରାଜର ପାଶର୍ବ ରେ ଗୋଟିଏ ଦ୍ବାର ରହିବ। ଆଉ ତହିଁର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଚଟାଣ ବନାଇବ।

Genesis 18:1
ଏହାପରେ, ପୁନଃର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଆଲୋନ ବୃକ୍ଷ ନିକଟରେ ଦଖାଦେେଲେ। ମଧ୍ଯାନ୍ନ ସମୟରେ ଅବ୍ରହାମ ତାଙ୍କର ଦମ୍ବୁର ଦ୍ବାର ଦେଶ ରେ ବସିଥିଲେ।

Genesis 18:2
ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

Genesis 18:10
ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।

Genesis 19:6
ଲୋଟ ବାହାରକୁ ଗଲା ଓ ଦ୍ବାର ବନ୍ଦ କରି ଦଲୋ।

Genesis 19:11
ତା'ପରେ ବାହା ରେ ଥିବା ସମସ୍ତ ଲୋକ ବୃଦ୍ଧ ଓ ୟୁବା ଅନ୍ଧ ହାଇଗେଲେ। ତେଣୁ ସଇେ ଲୋକମାନେ ଘରର ଫାଟକ ପାଇଲେ ନାହିଁ।

Genesis 19:11
ତା'ପରେ ବାହା ରେ ଥିବା ସମସ୍ତ ଲୋକ ବୃଦ୍ଧ ଓ ୟୁବା ଅନ୍ଧ ହାଇଗେଲେ। ତେଣୁ ସଇେ ଲୋକମାନେ ଘରର ଫାଟକ ପାଇଲେ ନାହିଁ।

Genesis 38:14
ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।

Genesis 43:19
ଯେତବେେଳେ ଯୋଷଫଙ୍କେ ଭାଇମାନେ ଯୋଷଫଙ୍କେ ଦାସଙ୍କୁ ଭଟେିଲେ, ସମାନେେ ତାଙ୍କ ସହିତ ଯୋଷଫଙ୍କେ ଘରର ଦ୍ବାର ସମ୍ମୁଖ ରେ କଥା ହେଲେ।

Occurences : 164

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்