Base Word
פָּשָׂה
Short Definitionto spread
Long Definition(Qal) to spread
Derivationa primitive root
International Phonetic Alphabetpɔːˈɬɔː
IPA modpɑːˈsɑː
Syllablepāśâ
Dictionpaw-SAW
Diction Modpa-SA
Usagespread
Part of speechv

Leviticus 13:5
ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।

Leviticus 13:6
ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।

Leviticus 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।

Leviticus 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।

Leviticus 13:8
ଯାଜକ ଯଦି ଦେଖିବ ସହେି କ୍ଷତି ଚର୍ମ ରେ ବ୍ଯାପିଲା, ତବେେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠ ରୋଗ।

Leviticus 13:22
ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।

Leviticus 13:22
ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।

Leviticus 13:23
ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

Leviticus 13:27
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।

Leviticus 13:27
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்