Base Word
פָּרַק
Short Definitionto break off or crunch; figuratively, to deliver
Long Definitionto tear apart or away, tear off, break away
Derivationa primitive root
International Phonetic Alphabetpɔːˈrɑk’
IPA modpɑːˈʁɑk
Syllablepāraq
Dictionpaw-RAHK
Diction Modpa-RAHK
Usagebreak (off), deliver, redeem, rend (in pieces), tear in pieces
Part of speechv

Genesis 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।

Exodus 32:2
ହାରୋଣ ସହେି ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ଯାମାନଙ୍କର କର୍ଣ୍ଣ କୁଣ୍ଡଳ ମାେ ପାଖକୁ ଆଣ।

Exodus 32:3
ତେଣୁ ଲୋକମାନେ ସହେି କର୍ଣ୍ଣକୁଣ୍ଡଳ ଗୁଡିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।

Exodus 32:24
ତେଣୁ ମୁଁ ଲୋକମାନଙ୍କୁ କହିଲି, 'ଯଦି ତୁମ୍ଭମାନଙ୍କ ପାଖ ରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତବେେ ମାେ ପାଖକୁ ଆଣ, ତେଣୁ ସମାନେେ ମାେତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।' ମୁଁ ସୁବର୍ଣ୍ଣକୁ ନିଆଁ ରେ ଫୋପାଡି ଦଲେି ଓ ଏହି ବାଛୁରୀ ତିଆରି କଲି।

1 Kings 19:11
ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି। ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ।

Psalm 7:2
ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।

Psalm 136:24
ପରମେଶ୍ବର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Lamentations 5:8
ଦାସମାନେ ଆମ୍ଭମାନଙ୍କର ଶାସକ ହାଇେଛନ୍ତି। ସମାନଙ୍କେ ହସ୍ତରୁ ଉଦ୍ଧାର କରିବାକୁ କହେି ନାହିଁ।

Ezekiel 19:12
ମାତ୍ର ତାହା କୋପ ରେ ଉତ୍ପାଟିତ ହାଇେ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀଯ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହାଇଗେଲା। ଅଗ୍ନି ସେସବୁକୁ ଗ୍ରାସ କଲା।

Zechariah 11:16
କାରଣ ଏହି ଦେଶ ରେ ଆମ୍ଭେ ଏକ ମଷେପାଳକ ଉତ୍ଥାପିତ କରୁଛୁ। ସେ ହଜିୟାଇଥିବା ମଷଗେୁଡିକ ନିମନ୍ତେ ଯତ୍ନ ନବେ ନାହିଁ। ବିପଥଗାମୀମାନଙ୍କୁ ସେ ଖାଜେିବ ନାହିଁ। ସେ କ୍ଷତିଗ୍ରସ୍ଥ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସମାନଙ୍କେୁ ସେ ଖୁଆଇବ ନାହିଁ। ସେ ସଗେୁଡିକର ଖୁରାକୁ ଛିଣ୍ତାଇ ହୃଷ୍ଟପୃଷ୍ଟ ମଷେମାନଙ୍କୁ ଭକ୍ଷଣ କରିବ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்