Base Word
פַּרְעֹה נְכֹה
Short DefinitionParoh-Nekoh (or Paroh-Neko), an Egyptian king
Long Definitionthe Pharaoh of Egypt who fought king Josiah of Judah at Megiddo and killed him
Derivationor פַּרְעֹה נְכוֹ; of Egyptian derivation
International Phonetic Alphabetpɑrˈʕo n̪ɛ̆ˈko
IPA modpɑʁˈʕo̞w nɛ̆ˈχo̞w
Syllableparʿō nĕkō
Dictionpahr-OH neh-KOH
Diction Modpahr-OH neh-HOH
UsagePharaoh-necho, Pharaohnechoh
Part of speechn-pr-m

2 Kings 23:29
ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।

2 Kings 23:33
ଫାରୋ-ନଖୋ ଯିହାୟୋଦାରହସ୍ଙ୍କୁ ହମାତ୍ ଦେଶସ୍ଥ ରିବ୍ଲା ରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ୟିରୁଶାଲମ ରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ୟ୍ଯ କଲେ।

2 Kings 23:34
ତହୁଁ ଫାରୋ-ନଖୋ ଯୋଶିୟଯଙ୍କର ପୁତ୍ର ଇଲିଯାକୀମ୍ ୟିଏ ଯୋଶିୟଯଙ୍କର ସ୍ଥାନ ରେ ନୂଆ ରାଜା ପଦ ରେ ଘୋଷଣା କଲେ, ସେ ତାଙ୍କର ନାମ ଯିହାୟୋଦାରକୀମ୍ ରଖିଲା। କିନ୍ତୁ ଯିହାୟୋଦାରହସ୍ଙ୍କୁ ସେ ମିଶରକୁ ନଇଗେଲେ ଓ ସହେିଠା ରେ ତାଙ୍କର ମୃତ୍ଯୁ ହେଲା।

2 Kings 23:35
ଯିହାୟୋକୀମ୍ ଫାରୋକୁ ସହେି ସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସା ରେ ସହେି ରେ ୗପ୍ୟ ଓ ସୁବର୍ଣ୍ଣ ଦବୋ ନିମିତ୍ତ ସେ ଦସବୋସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦବୋ ପାଇଁ ନିରୁପିତ କର ଅନୁସାରେ ଦେଶବାସୀଙ୍କଠାରୁ ସହେି ରୂପା ଓ ସୁନା ଆଦାଯ କଲେ।

Jeremiah 46:2
ମିଶର ଦେଶ ସମ୍ବନ୍ଧ ରେ ଏହି ବାର୍ତ୍ତା। ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋଦାରକୀମର ଅଧିକାରର ଚତୁର୍ଥ ବର୍ଷ ରେ ବାବିଲର ରାଜା ନବୂଖଦନିତ୍ସର, ମିଶରର ରାଜା ଫାରୋନଖୋର ଯେଉଁ ସୈନ୍ଯସାମନ୍ତକୁ ପରାଜଯ କଲା, ଫରାତ୍ ନଦୀ ନିକଟସ୍ଥ ଜଳୀମୀଶ ରେ ଉପସ୍ଥିତ ସହେି ସୈନ୍ଯ ସାମନ୍ତ ବିଷଯ କଥା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்