Base Word
פְּסִיל
Short Definitionan idol
Long Definitionimage, idol, graven image
Derivationfrom H6458
International Phonetic Alphabetpɛ̆ˈsɪi̯l
IPA modpɛ̆ˈsiːl
Syllablepĕsîl
Dictionpeh-SEEL
Diction Modpeh-SEEL
Usagecarved (graven) image, quarry
Part of speechn-m

Deuteronomy 7:5
ମାତ୍ର ତୁମ୍ଭମାନେେ ସମାନଙ୍କେ ପ୍ରତି ଏରୂପେ ବ୍ଯବହାର କରିବ। ତୁମ୍ଭମାନେେ ସମାନଙ୍କେ ୟଜ୍ଞବଦେୀ ସକଳ ଭଗ୍ନ କରିବ ଓ ସମାନଙ୍କେ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶରୋର ମୂର୍ତ୍ତିସଳକ ହାଣି ପକାଇବ। ପକ୍ସ୍ଟଣି ସମାନଙ୍କେ ଖାଦେିତ ପ୍ରତିମାସବୁ ଅଗ୍ନି ରେ ଦଗ୍ଧ କରିବ।

Deuteronomy 7:25
ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।

Deuteronomy 12:3
ତୁମ୍ଭମାନେେ ସମାନଙ୍କେ ୟଜ୍ଞଦବେୀ ସକଳ ଭଗ୍ନ କରିବ ଓ ସମାନଙ୍କେର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶରୋର ମୀର୍ତ୍ତୀ ସବୁକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବ। ସମାନଙ୍କେର ଖୋଦିତ ଦବେ ପ୍ରତିମାଗଣଙ୍କକ୍ସ୍ଟ ହାଣି ପକାଇବ। ସେ ସ୍ଥାନରକ୍ସ୍ଟ ସମାନଙ୍କେ ନାମ ଲୋପ କରିବ।

Judges 3:19
ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।

Judges 3:26
ଦାସମାନେ ରାଜାଙ୍କ ପାଇଁ ସଠାେରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ୍ ସେ ସ୍ଥାନ ଛାଡି ପଳାଇଗଲେ। ଏହୂଦ୍ ମୂର୍ତ୍ତି ବାଟଦଇେ ସିଯୀରାକକ୍ସ୍ଟ ପଳାଇଗଲେ।

2 Kings 17:41
ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସମାନେେ ମଧ୍ଯ ଭଣ୍ତ ଦବେତାମାନଙ୍କର ସବୋ କଲେ। ସମାନଙ୍କେର ପୁତ୍ର ଓ ପୌତ୍ରଗଣ ମଧ୍ଯ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସହେିପରି କାର୍ୟ୍ଯ କରି ଆସୁଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଏହିସବୁ କରୁଛନ୍ତି।

2 Chronicles 33:19
ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ବର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା 'ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ' ରେ ଲଖାୟୋଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସହେି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶରୋ ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସହେିସବୁ ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ ରେ ଲଖାୟୋଇଅଛି।

2 Chronicles 33:22
ସଦାପ୍ରଭୁ ଯାହା ମନ୍ଦକାର୍ୟ୍ଯ ରୂପେ ବିବଚେନା କରନ୍ତି ଆମାେନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମାେନ୍ ସମସ୍ତ ଖାଦେିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ।

2 Chronicles 34:3
ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

2 Chronicles 34:4
ଲୋକମାନେ ବାଲ୍ ଦବେତାର ୟଜ୍ଞବଦେୀସବୁ ଭାଙ୍ଗି ପକାଇଲେ। ସମାନେେ ଯୋଶିୟଙ୍କ ଉପସ୍ଥିତି ରେ ଏହା କଲେ। ଏହାପରେ ଯୋଶିୟଯ ଲୋକମାନଙ୍କ ସମ୍ମୁଖ ରେ ଦଣ୍ଡାଯମାନ ଉଚ୍ଚ ସୁଗନ୍ଧିଧୂପର ୟଜ୍ଞବଦେୀ ଭାଙ୍ଗି ପକାଇଲେ। ସେ ଖାଦେିତ ମୂର୍ତ୍ତିସବୁ ଓ ଛାଞ୍ଚ ରେ ଢ଼ଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସହେି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ଏହାପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖ ରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟଯ ସମାନଙ୍କେ କବର ଉପରେ ସହେି ଗୁଣ୍ଡକୁ ସିଞ୍ଚିଲେ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்