Base Word
פָּלִיט
Short Definitiona refugee
Long Definitionrefugee, fugitive, escaped one
Derivationor פָּלֵיט; or פָּלֵט; from H6403
International Phonetic Alphabetpɔːˈlɪi̯t̪’
IPA modpɑːˈliːt
Syllablepālîṭ
Dictionpaw-LEET
Diction Modpa-LEET
Usage(that have) escape(-d, -th), fugitive
Part of speechn-m
Base Word
פָּלִיט
Short Definitiona refugee
Long Definitionrefugee, fugitive, escaped one
Derivationor פָּלֵיט; or פָּלֵט; from H6403
International Phonetic Alphabetpɔːˈlɪi̯t̪’
IPA modpɑːˈliːt
Syllablepālîṭ
Dictionpaw-LEET
Diction Modpa-LEET
Usage(that have) escape(-d, -th), fugitive
Part of speechn-m

Genesis 14:13
ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।

Numbers 21:29
ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।

Joshua 8:22
ଏହାପରେ ଯେଉଁ ଲୋକମାନେ ଲକ୍ସ୍ଟଚିଥିଲେ, ସମାନେେ ବାହାରି ଆସିଲେ ଏବଂ ୟକ୍ସ୍ଟଦ୍ଧ କଲେ। ଏହିପରି ଅଯର ଲୋକମାନଙ୍କର ଉଭୟ ପାଶର୍‌ବ ରେ ଇଶ୍ରାୟେଲର ସୈନ୍ଯମାନେ ଜଗି ଗଲେ ଓ ସମାନଙ୍କେୁ ପରାସ୍ତ କଲେ। ଇଶ୍ରାୟେଲର ସୈନ୍ଯମାନେ ଅଯର ଗୋଟିଏ ସୈନ୍ଯକକ୍ସ୍ଟ ମଧ୍ଯ ଛାଡିଲେ ନାହିଁ।

Judges 12:4
ଏହାପରେ ୟିଲ୍ଗହ ଗିଲିଯାଦର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ଏବଂ ଇଫ୍ରଯିମ, ଇଫ୍ରଯିମ ପରିବାରବର୍ଗ ବିରକ୍ସ୍ଟଦ୍ଦ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, କାରଣ ସମାନେେ ଗିଲିଯଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସମାନେେ କହିଲେ, ହେ ଗିଲିଯଦର ଲୋକମାନେ, ତୁମ୍ଭମାନେେ ଇଫ୍ରଯିମ ଓ ମନଃଶିର ମଧିଅରେ ବାସ କରୁଥିବା ଇଫ୍ରଯିମର ଶରଣାସ୍ଥି। ଗିଲିଯାଦର ଲୋକମାନେ ଇଫ୍ରଯିମର ଲୋକମାନଙ୍କୁ ପରାସ୍ତ କଲେ।

Judges 12:5
ଗିଲିଯଦର ଲୋକମାନେ ୟର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକକ୍ସ୍ଟ ନିଜ କବଳକକ୍ସ୍ଟ ନଇଗେଲେ। ଯେଉଁଠା ରେ ଲୋକମାନେ ୟର୍ଦ୍ଦନ ପାର ହକ୍ସ୍ଟଅନ୍

2 Kings 9:15
ରାଜା ଯୋରାମ ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲା ବେଳେ ଅରାମୀଯମାନେ ତାଙ୍କୁ କ୍ଷତ ବିକ୍ଷତ କରି ଦେଲେ। ସେ ସହେି କ୍ଷତରୁ ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଗଲେ।

Isaiah 45:20
ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।

Isaiah 66:19
ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

Jeremiah 42:17
ଯେଉଁମାନେ ମିଶର ରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସମାନଙ୍କେ ପାଇଁ ଏହି ପ୍ରକାର ଘଟିବ। ସମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବେ। ପୁଣି ଆମ୍ଭେ ସମାନଙ୍କେ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର ପାଇବେ ନାହିଁ।'

Jeremiah 44:14
ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫରେିୟାଇ ସଠାେ ରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶ ରେ ପ୍ରବାସ କରିବାକୁ ଆସିଅଛନ୍ତି, ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କହେି ଫରେିଯିବେ ନାହିଁ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்