Base Word
פִּי הַחִירֹת
Short DefinitionPi-ha-Chiroth, a place in Egypt
Long Definitionthe 3rd encampment of the Israelites after leaving Goshen in Egypt and the last one before crossing the Red Sea
Derivationfrom H6310 and the feminine plural of a noun (from the same root as H2356), with the article interpolated; mouth of the gorges
International Phonetic Alphabetpɪi̯ hɑ.ħɪi̯ˈrot̪
IPA modpiː hɑ.χiːˈʁo̞wt
Syllablepî haḥîrōt
Dictionpee ha-hee-ROTE
Diction Modpee ha-hee-ROTE
UsagePi-hahiroth
Part of speechn-pr-loc

Exodus 14:2
ଇଶ୍ରାୟେଲର ଲୋକମାନଙ୍କୁ କୁହ, ସମାନେେ ପୀହହୀରୋତକୁ ଫରେି ୟାଆନ୍ତୁ ଏବଂ ସାମନା ରେ ଛାଉଣୀ ପକାନ୍ତୁ। ସମାନଙ୍କେୁ କୁହ, ସମାନେେ ମିଗ୍ଦୋଲ ଓ ସମୁଦ୍ର ମଧିଅରେ ଏବଂ ବାଲ୍ସଫୋନ୍ ଆଗ ରେ ଛାଉଣୀ ସ୍ଥାପନ କରନ୍ତୁ।

Exodus 14:9
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ବ, ରଥ, ତାଙ୍କର ରଥା ରୋହୀ ଏବଂ ତାଙ୍କର ସୈନ୍ଯ ସମାନଙ୍କେୁ ଗୋଡ଼ାଇଲେ ଆବଂ ସମୁଦ୍ର ପାଖ ରେ ବାଲ-ସଫୋନ ଆଡକୁ ମୁଖ କରିଥିବା ପୀହହୀରୋତ ଛାଉଣୀ ନିକଟରେ ଭଟେିଲେ।

Numbers 33:7
ତହୁଁ ସମାନେେ ଏଥମରୁ ୟାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫରେି ଆସିଲେ। ସମାନେେ ମିଗ୍ଦୋଲ ନିକଟରେ ଛାଉଣୀ ସ୍ଥାପନ କଲେ।

Numbers 33:8
ଏହାପରେ ସମାନେେ ପୀହହୀରୋତ୍ର ସମ୍ମୁଖରୁ ୟାତା୍ର କରି ସମୁଦ୍ର ମଧ୍ଯ ଦଇେ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ୟାତ୍ରା କରି ମାରା ରେ ଛାଉଣୀ ସ୍ଥାପନ କଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்