Base Word
פֹּה
Short Definitionthis place (French ici), i.e., here or hence
Long Definitionhere, from here, hither
Derivationor פֹּא; (Job 38:11), or פּוֹ; probably from a primitive inseparable particle 'p' (of demonstrative force) and H1931
International Phonetic Alphabetpo
IPA modpo̞w
Syllable
Dictionpoh
Diction Modpoh
Usagehere, hither, the one (other, this, that) side
Part of speechadv

Genesis 19:12
ସହେି ଦୁଇ ଜଣ ଲୋଟକୁ କହିଲେ, ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହର ରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ବାଇଁ ଅଛନ୍ତି କି? ତବେେ ଶିଘ୍ର ଏ ସ୍ଥାନ ପରିତ୍ଯାଗ କରିବା ପାଇଁ ତାଙ୍କୁ କୁହନ୍ତୁ।

Genesis 22:5
ଏହାପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, ତୁମ୍ଭମାନେେ ଗଧ ସହ ଏହିଠା ରେ ଅପେକ୍ଷା କର। ମୁଁ ମାରେପୁତ୍ରକୁ ନଇେ ସହେି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟପରେ ଆମ୍ଭେ ତୁମ୍ଭ ନିକଟକୁ ଫରେି ଆସିବୁ।

Genesis 40:15
କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।

Numbers 22:8
ତହୁଁ ବିଲଯମ ସମାନଙ୍କେୁ କହିଲେ, ତୁମେମାନେ ଆଜି ରାତ୍ରି ଏଠା ରେ ରୁହ, ଆଉ ସଦାପ୍ରଭୁ ମାେତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି। ତହୁଁ ମାଯାେବର ଅଧିପତିମାନେ ବିଲିଯମ ସହିତ ରାତ୍ରି ୟାପନ କଲେ।

Numbers 32:6
ମାଶାେ ଗାଦ ଓ ରୁବନରେ ପରିବାରବର୍ଗକୁ କହିଲେ, ତୁମ୍ଭମାନଙ୍କର ଭାଇମାନେ ୟୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭମାନେେ କ'ଣ ଏଠା ରେ ରହିବା ଉଚିତ୍?

Numbers 32:16
ମାତ୍ର ରୁବନରେ ଗୋଷ୍ଠୀ ଓ ଗାଦ ଗୋଷ୍ଠୀର ଲୋକମାନେ ମାଶାଙ୍କେୁ ଆସି କହିଲେ, ଆମ୍ଭମାନେେ ଏହି ସ୍ଥାନ ରେ ଆପଣା ଆପଣା ମଷେମାନଙ୍କ ନିମନ୍ତେ ମଷେଶାଳା ଓ ଆପଣା ଆପଣା ପାଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।

Deuteronomy 5:3
ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସହେି ନିଯମ କଲେ ନାହିଁ, କକ୍ସ୍ଟନ୍ତକ୍ସ୍ଟ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠା ରେ ଆଜି ବାସ କରୁଛନ୍ତି।

Deuteronomy 5:31
ମାତ୍ର ତୁମ୍ଭେ ଏହି ସ୍ଥାନ ରେ ମାେ ନିକଟରେ ଠିଆ ହକ୍ସ୍ଟଅ। ମୁ ତୁମ୍ଭକୁ ଆଜ୍ଞା, ନିଯମ ଏବଂ ଶାସନସବୁ କହିବି, ମୁ ସମାନଙ୍କେୁ ସମାନଙ୍କେର ଅଧିକାର ଦବେି। ଯାହାକି ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ଉଚିତ୍ ଏବଂ ସମାନେେ ସହେି ଦେଶ ରେ ତାହା ମାନିବା ଉଚିତ୍।'

Deuteronomy 12:8
ଏପରି ତୁମ୍ଭମାନେେ କରନାହିଁ, ଯାହାର ଦୃଷ୍ଟି ରେ ଯାହା ଭଲ, ସହେିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନ ରେ କରୁଅଛକ୍ସ୍ଟ।

Deuteronomy 29:15
ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତକ୍ସ୍ଟମ୍ଭ ସମସ୍ତଙ୍କ ସହିତ ଯେଉଁମାନେ ଆଜି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହାଇେଅଛ। କିନ୍ତୁ ଏହି ଚକ୍ସ୍ଟକ୍ତି ମଧ୍ଯ ଆମ୍ଭର ଭବିଷ୍ଯଦ ବଂଶଧରଙ୍କ ପାଇଁ ମଧ୍ଯ ଯେଉଁମାନେ ଆମ୍ଭମାନଙ୍କ ସହିତ ନାହାଁନ୍ତି।

Occurences : 82

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்