Base Word
עָתַר
Short Definitionto burn incense in worship, i.e., intercede (reciprocally, listen to prayer)
Long Definitionto pray, entreat, supplicate
Derivationa primitive root (rather denominative from H6281)
International Phonetic Alphabetʕɔːˈt̪ɑr
IPA modʕɑːˈtɑʁ
Syllableʿātar
Dictionaw-TAHR
Diction Modah-TAHR
Usageintreat, (make) pray(-er)
Part of speechv

Genesis 25:21
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।

Genesis 25:21
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।

Exodus 8:8
ଫାରୋ ମାଶାେ ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, ସଦାପ୍ରଭୁଙ୍କୁ କୁହ ମାେ ଉପରୁ, ମାରେ ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢି ନିଅନ୍ତୁ। ମୁଁ ତାଙ୍କର ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ପାଇଁ ଛାଡି ଦବେି।

Exodus 8:9
ମାଶାେ ଫାରୋଙ୍କୁ କହିଲେ, ଦୟାକରି କୁହ ତୁମ୍ଭେ କେତବେେଳେ ଚାହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କବଳେ ନଦି ରେ ରହିବେ।

Exodus 8:28
ତେଣୁ ଫାରୋ କହିଲେ, ତେଣୁ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବାକୁ ମରୁଭୂମିକୁ ୟିବାକୁ ଅନୁମତି ଦବେି। କିନ୍ତୁ ତୁମ୍ଭମାନେେ ବେଶୀଦୂର ୟିବା ଉଚିତ୍ ନୁହେଁ। ବର୍ତ୍ତମାନ ୟାଅ ଏବଂ ମାେ ପାଇଁ ପ୍ରାର୍ଥନା କର।

Exodus 8:29
ମାଶାେ କହିଲେ, ଦେଖ, ଏ ସ୍ଥାନରୁ ୟାଇ ମୁଁ ଆପଣଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ମାଛିମାନଙ୍କଠାରୁ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ପାଇଁ ଯାଉଥିବା ଲୋକମାନଙ୍କୁ ଅଟକାଇବ ନାହିଁ।

Exodus 8:30
ତେଣୁ ମାଶାେ ଫାରୋଙ୍କ ନିକଟରୁ ବିଦାଯ ନଇେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।

Exodus 9:28
ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।

Exodus 10:17
ଏଇଥରକ ପାଇଁ ମାେତେ କ୍ଷମା କର। ଏହି 'ମାରାତ୍ମକ' ପଙ୍ଗପାଳଗୁଡିକୁ ଦୂ ରଇେ ନଇୟିବୋ ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ରାର୍ଥନା କର।

Exodus 10:18
ମାଶାେ ଫାରୋଙ୍କ ନିକଟରୁ ବିଦାଯ ନଇେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்