Base Word
עֲרָפֶל
Short Definitiongloom (as of a lowering sky)
Long Definitioncloud, heavy or dark cloud, darkness, gross darkness, thick darkness
Derivationprobably from H6201
International Phonetic Alphabetʕə̆.rɔːˈpɛl
IPA modʕə̆.ʁɑːˈfɛl
Syllableʿărāpel
Dictionuh-raw-PEL
Diction Moduh-ra-FEL
Usage(gross, thick) dark (cloud, -ness)
Part of speechn-m

Exodus 20:21
ଲୋକମାନେ ସେତବେେଳେ ସହେି ପବିତ୍ର ପର୍ବତଠାରୁ ଦୂର ରେ ରହିଲେ, ଯେ ତବେଳେ ମାଶାେ ସହେି ପର୍ବତ ଉପରକୁ, ଘନ ମେଘ ମଧ୍ଯକୁ ପରମେଶ୍ବରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।

Deuteronomy 4:11
ତେଣୁ ସମାନେେ ମାରେ ନିକଟବର୍ତ୍ତୀ ହାଇେ ପର୍ବତ ତଳେ ଛିଡା ହେଲେ। ସହେି ସମୟରେ ସହେି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାର ରେ ବ୍ଯାଲ୍ଗ ହାଇେଥିଲା ଓ ଗଗନର ମଧ୍ଯ ପର୍ୟ୍ଯନ୍ତ ଅଗ୍ନି ରେ ଜଳିଲା।

Deuteronomy 5:22
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

2 Samuel 22:10
0ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକକ୍ସ୍ଟ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।

1 Kings 8:12
ତା'ପରେ ଶଲୋମନ କହିଲେ, ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ୟ୍ଯକୁ ସୂଷ୍ଟି କରିଅଛନ୍ତି ମାତ୍ର ସେ ଘୋର ଅନ୍ଧକାର ମେଘ ରେ ବାସ କରିବାକୁ ପସନ୍ଦ କରନ୍ତି

2 Chronicles 6:1
ଏହାପରେ ଶଲୋମନ କହିଲେ, ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।

Job 22:13
ଆୟୁବ ତୁମ୍ଭେ ହୁଏତ କହିପାର, 'ପରମେଶ୍ବର କ'ଣ ଜାଣନ୍ତି ? ପରମେଶ୍ବର କ'ଣ ସହେି ଘନ ଅନ୍ଧକାର ବାଦଲ ମଧ୍ଯରୁ ଆମ୍ଭକୁ ଦେଖି ବିଚାର କରନ୍ତି ?

Job 38:9
ସେତବେେଳେ ମୁଁ ତାକୁ ମେଘଦ୍ବାରା ଆବୃତ କଲି ଓ ଏହାକୁ ନିବିଡ଼ ଅନ୍ଧକାର ମଧିଅରେ ଗୁଡ଼ାଇ ରଖିଲି।

Psalm 18:9
ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାଯମାନ ହେଲେ।

Psalm 97:2
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்