Base Word
עֲרִיסָה
Short Definitionmeal
Long Definitiondough, meal, coarse meal, kneading trough
Derivationfrom an unused root meaning to comminute
International Phonetic Alphabetʕə̆.rɪi̯ˈsɔː
IPA modʕə̆.ʁiːˈsɑː
Syllableʿărîsâ
Dictionuh-ree-SAW
Diction Moduh-ree-SA
Usagedough
Part of speechn-f

Numbers 15:20
ତୁମ୍ଭମାନେେ ନିଜ ନିଜ ପ୍ରଥମ ଶସ୍ଯରୁ ଉତ୍ତୋଳନୀଯ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ଯ ମର୍ଦ୍ଦନ ସ୍ଥାନ ରେ ଉତ୍ତୋଳନୀଯ ଉପହାର, ସହେିପରି ତାହା ଉତ୍ତୋଳନ କରିବା ଉଚିତ୍।

Numbers 15:21
ତୁମ୍ଭମାନେେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।

Nehemiah 10:37
ଏବଂ ଆମ୍ଭମାନେେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରର କୋଠରିକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ଯର ଏକ ଦଶମାଂଶ ଲବେୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସହେି ଲବେୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗର ରେ ଏକ ଦଶମାଂଶ ଆଦାଯ କରନ୍ତି।

Ezekiel 44:30
ତୁମ୍ଭମାନଙ୍କର ସମସ୍ତ ଶସ୍ଯ ଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧିଅରେ ପ୍ରେତ୍ୟକକ ଉପହାର ଯାଜକମାନଙ୍କର ହବେ। ଆଉ ମଧ୍ଯ ତୁମ୍ଭମାନେେ ନିଜ ନିଜ ଗୃହ ରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦବେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்