Base Word
עֹפֶל
Short Definitiona mound, i.e., fortress
Long Definitionhill, mound, fort, stronghold, Ophel
Derivationfrom H6075
International Phonetic Alphabetʕoˈpɛl
IPA modʕo̞wˈfɛl
Syllableʿōpel
Dictionoh-PEL
Diction Modoh-FEL
Usageemerod, fort, strong hold, tower
Part of speechn-m
Base Word
עֹפֶל
Short Definitiona tumor
Long Definitionhill, mound, fort, stronghold, Ophel
Derivationfrom H6075
International Phonetic Alphabetʕoˈpɛl
IPA modʕo̞wˈfɛl
Syllableʿōpel
Dictionoh-PEL
Diction Modoh-FEL
Usageemerod, fort, strong hold, tower
Part of speechn-m

Deuteronomy 28:27
ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀଯ ବଥ, ଅର୍ଶ, ଜାଦକ୍ସ୍ଟ ଓ କକ୍ସ୍ଟଣ୍ତିଆଣି ଦ୍ବାରା ଆଘାତ କରିବେ, ଯେପରି ମିଶରୀଯମାନଙ୍କୁ କରିଥିଲେ। ଏଥିରକ୍ସ୍ଟ ତୁମ୍ଭମାନେେ ଆରୋଗ୍ୟ ହାଇପୋରିବ ନାହିଁ।

1 Samuel 5:6
ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।

1 Samuel 5:9
ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।

1 Samuel 5:12
ପକ୍ସ୍ଟଣି ଯେଉଁ ଲୋକମାନେ ମଲେ ନାହିଁ, ସମାନେେ ଅର୍ଶ ରୋଗ ରେ ପୀଡିତ ହେଲେ; ଆଉ ନଗରର ଆର୍ତ୍ତଦାନ ସ୍ବର୍ଗକକ୍ସ୍ଟ ଉଠିଲା।

1 Samuel 6:4
ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?

1 Samuel 6:5
ତୁମ୍ଭମାନେେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗକ୍ସ୍ଟଡିକ ତୁମ୍ଭର ଭୂମିକକ୍ସ୍ଟ ଆକ୍ରମଣ କରନ୍ତି ଓ ଧ୍ବଂସ କରନ୍ତି ଓ ଇଶ୍ରାୟେଲର ପରମେଶଓରଙ୍କୁ ସମ୍ମାନ ଦିଅ। ତା ହେଲେ ସେ ହକ୍ସ୍ଟଏତ ତୁମ୍ଭମାନଙ୍କୁ, ତୁମ୍ଭର ଦବେତାଗଣଙ୍କକ୍ସ୍ଟ ଓ ତୁମ୍ଭର ଦେଶକକ୍ସ୍ଟ ଦଣ୍ତିତ କରିବା ବନ୍ଦ କରିବ।

2 Kings 5:24
ଗି ହଜେୀ ଉପପର୍ବତ ନିକଟରେ ପହଞ୍ଚି ସମାନଙ୍କେଠାରୁ ସମସ୍ତ ଦ୍ରବ୍ଯ ନଇେ ଗୃହ ଭିତ ରେ ଲୁଚାଇ ରଖିଲେ ଓ ସହେି ଦୁଇଜଣ ଦାସଙ୍କୁ ବିଦାଯ ଦବୋରୁ ସମାନେେ ଗ୍ଭଲିଗଲେ।

Isaiah 32:14
ମାରେ ଲୋକମାନେ ରାଜନଗରୀ ପରିତ୍ଯାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ଯ ହବେ। ଗିରି ଓ ପ୍ରହରି ଦୁର୍ଗ ଚିରିକାଳ ଗୁହାମଯ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହବେ।

Micah 4:8
ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்