Base Word
עָנָן
Short Definitiona cloud (as covering the sky), i.e., the nimbus or thunder-cloud
Long Definitioncloud, cloudy, cloud-mass
Derivationfrom H6049
International Phonetic Alphabetʕɔːˈn̪ɔːn̪
IPA modʕɑːˈnɑːn
Syllableʿānān
Dictionaw-NAWN
Diction Modah-NAHN
Usagecloud(-y)
Part of speechn-m

Genesis 9:13
ମୁଁ ମାହେର ଇନ୍ଦ୍ରଧନୁ ମେଘ ରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମାରେ ଚୁକ୍ତି ରେ ଚିହ୍ନ ହବେ।

Genesis 9:14
ଯେତବେେଳେ ମୁଁ ପୃଥିବୀ ଉପରେ ମେଘ ସଂଚ଼ାର କରିବି, ସେତବେେଳେ ସହେି ଇନ୍ଦ୍ରଧନୁ ମେଘ ରେ ଦଖାୟିବେ।

Genesis 9:14
ଯେତବେେଳେ ମୁଁ ପୃଥିବୀ ଉପରେ ମେଘ ସଂଚ଼ାର କରିବି, ସେତବେେଳେ ସହେି ଇନ୍ଦ୍ରଧନୁ ମେଘ ରେ ଦଖାୟିବେ।

Genesis 9:16
ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।

Exodus 13:21
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।

Exodus 13:22
ଦିନ ସମୟରେ ସମାନଙ୍କେୁ ଘନ ବାଦଲ ଏ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସମାନଙ୍କେ ସହିତ ସର୍ବଦା ରଖିଲେ।

Exodus 14:19
ଏହାପରେ ସଦାପ୍ରଭୁଙ୍କର ଦୂତ ୟିଏକି ଇଶ୍ରାୟେଲୀୟ ସୈନ୍ଯମାନଙ୍କ ଆଗ ରେ ଥିଲେ, ସମାନଙ୍କେ ପଛକୁ ଗଲେ। ତେଣୁ ଘନମେଘ ସହେି ଲୋକମାନଙ୍କ ସମ୍ମୁଖ ରେ ଗତିକରି ପଛ ପଟକୁ ଗଲା।

Exodus 14:20
ଏହି ପ୍ରକା ରେ ଘନମେଘ ଇଶ୍ରାୟେଲୀୟ ସୈନ୍ଯ ଓ ମିଶରୀଯ ସୈନ୍ଯମାନଙ୍କ ମଧିଅରେ ରହିଲା। ଇଶ୍ରାୟେଲୀୟ ଲୋକମାନଙ୍କ ସମ୍ମୁଖ ରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖ ରେ ଅନ୍ଧକାରଚ୍ଛନ୍ନ ହାଇେ ରହିଲା। ଯେଉଁଥି ପାଇଁ ସହେି ରାତ୍ର ରେ ମିଶରବାସୀ ଇଶ୍ରାୟେଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।

Exodus 14:24
ପ୍ରଭାତ ରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦଇେ ମିଶ୍ରୀଯ ସୈନ୍ଯମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀଯ ସୈନ୍ଯମାନଙ୍କୁ ଦ୍ବନ୍ଦ ରେ ପକାଇଲେ।

Exodus 16:10
ଯେତବେେଳେ ହାରୋଣ ଇଶ୍ରାୟେଲମାନଙ୍କୁ କହିଲେ, ସମାନେେ ମରୁଭୂମି ଆଡକୁ ବୁଲି ଚାହିଁଲେ। ହଠାତ୍ ମେଘ ମଧିଅରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।

Occurences : 87

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்