Base Word
עֲמָלֵק
Short DefinitionAmalek, a descendant of Esau; also his posterity and their country
Long Definitionson of Eliphaz by his concubine Timnah, grandson of Esau, and progenitor of a race of people in southern Canaan
Derivationprobably of foreign origin
International Phonetic Alphabetʕə̆.mɔːˈlek’
IPA modʕə̆.mɑːˈlek
Syllableʿămālēq
Dictionuh-maw-LAKE
Diction Moduh-ma-LAKE
UsageAmalek
Part of speechn-pr-m

Genesis 36:12
ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲକେକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।

Genesis 36:16
ମୂଖ୍ଯ କୋରହ, ମୂଖ୍ଯ ଗଯିତମ୍ ଓ ମୂଖ୍ଯ ଆମାଲେକ୍। ଇଦୋମ ଦେଶ ରେ ଇଲୀଫସ୍ ପରିବାରବର୍ଗୀଯ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।

Exodus 17:8
ରଫୀଦୀମ ରେ ଅମାଲକେୀଯମାନେ ଆସିଲେ ଓ ଇଶ୍ରାୟେଲୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

Exodus 17:9
ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।

Exodus 17:10
ୟିହୋଶୂଯ ମାଶାଙ୍କେର କଥାମାନି ତା'ପର ଦିନ ଅମାଲକେୀଯମାନଙ୍କ ସହ ୟୁଦ୍ଧ ପାଇଁ ଗଲେ। ସହେି ସମୟରେ ମାଶାେ, ହାରୋଣ ଓ ଦୂର ପର୍ବତ ଉପରକୁ ଗଲେ।

Exodus 17:11
ଯେତବେେଳେ ମାଶାେ ତାଙ୍କର ହସ୍ତ ଉପରକୁ କଲେ ସେତବେେଳେ ଇଶ୍ରାୟେଲୀୟ ବିଜଯ ହେଲେ ଓ ଯେତବେେଳେ ମାଶାେ ତାଙ୍କର ହାତ ତଳକୁ ରଖିଲେ, ସେତବେେଳେ ଅମାଲକେୀଯମାନେ ପରାସ୍ତ ହେଲେ।

Exodus 17:13
ତେଣୁ ୟିହୋଶୂଯ ଏବଂ ତାଙ୍କର ଲୋକମାନେ ଅମାଲକେୀଯମାନଙ୍କୁ ସହେି ୟୁଦ୍ଧ ରେ ପରାସ୍ତ କଲେ।

Exodus 17:14
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ୟୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳ ରେ ଲୋକମାନେ ମନରେଖି ପାରିବେ ଏଠା ରେ ଯାହାସବୁ ଘଟିଥିଲା। ଏବଂ ଯିହାଶୂେୟଙ୍କ ପାଖ ରେ ସହେି ପୁସ୍ତକ ପଢ। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲକେୀଯମାନଙ୍କୁ ଏହି ପୃଥିବୀରୁ ଧ୍ବଂସ କରିବି।

Exodus 17:16
ମାଶାେ କହିଲେ, ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡକୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲକେ ବିରୁଦ୍ଧ ରେ ୟୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।

Numbers 13:29
ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்