Base Word
עֹמֶד
Short Definitiona spot (as being fixed)
Long Definitionstanding place
Derivationfrom H5975
International Phonetic Alphabetʕoˈmɛd̪
IPA modʕo̞wˈmɛd
Syllableʿōmed
Dictionoh-MED
Diction Modoh-MED
Usageplace, (+ where) stood, upright
Part of speechn-m

2 Chronicles 30:16
ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।

2 Chronicles 34:31
ଏହାପରେ ରାଜା ତାଙ୍କ ସ୍ଥାନ ରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିଯମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିଯମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦଯ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିଯମର ବାକ୍ଯକୁ ମାନିବା ନିମନ୍ତେ ସମ୍ମତ ହେଲେ।

2 Chronicles 35:10
ନିସ୍ତାରପର୍ବର ସବୋକାର୍ୟ୍ଯ ଆରମ୍ଭ ହବୋ ନିମନ୍ତେ ସମସ୍ତ ବିଷଯର ପ୍ରସ୍ତୁତ ଶଷେ ହବୋପରେ, ଯାଜକ ଓ ଲବେୀୟମାନେ ସମାନଙ୍କେର ସ୍ଥାନକୁ ଗଲେ। ରାଜା ଏହାହିଁ ଆଦେଶ ଦଇେଥିଲେ।

Nehemiah 8:7
ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।

Nehemiah 9:3
ସମାନେେ ସଠାେରେ ପ୍ରାଯ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ବ୍ଯବସ୍ଥା ପୁସ୍ତକ ପାଠ କଲେ। ଏହାପରେ ସମାନେେ ସଠାେରେ ତିନିଘଣ୍ଟାରୁ ଉର୍ଦ୍ଧଧରି ସମାନଙ୍କେର ପାପ ସ୍ବୀକାର କଲେ ଓ ନତମସ୍ତକ ହାଇେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ଉପାସନା କଲେ।

Nehemiah 13:11
ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, କାହିଁକି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ଅବ ହଳୋ କଲ? ଏ ବିଷଯ ରେ ମୁଁ ସମାନଙ୍କେ ସହିତ ୟୁକ୍ତିତର୍କ କଲି। ତାପରେ ମୁଁ ଲବେୀୟମାନଙ୍କୁ ଏକତ୍ର କଲି ଏବଂ ସମାନଙ୍କେୁ ସମାନଙ୍କେର ନିଜ କ୍ଷେତ୍ର ରେ ନିୟୁକ୍ତି କଲି।

Daniel 8:17
ମନୁଷ୍ଯାକୃତି ସ୍ବର୍ଗଦୂତ ଗାବ୍ରିଯଲେ ମାେ ନିକଟକୁ ଆସିଲେ। ମୁଁ ଭୟଭୀତ ହାଇେ ତାଙ୍କ ପାଦତଳେ ପଡିଗଲି। ମାତ୍ର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ବୁଝ, ଏହି ଦର୍ଶନ ଶଷେକାଳ ବିଷଯକ ଅଟେ।

Daniel 8:18
ସେ ମାେତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି, ମାତ୍ର ସେ ମାେତେ ସ୍ପର୍ଶ କରି ଠିଆ କରାଇଲେ।

Daniel 10:11
ସେ ମାେତେ କହିଲେ, ' ହେ ଦାନିୟେଲ, ତୁମ୍ଭେ ପରମେଶ୍ବରଙ୍କର ଅତି ପ୍ରିଯପାତ୍ର। ମାେ କଥା ଶୁଣ ଓ ମାେତେ ବୁଝିବାକୁ ଚେଷ୍ଟାକର। ଛିଡା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।' ସେ ମାେତେ ଏହିକଥା କହିବାରୁ ମୁଁ କମ୍ପିତ ହାଇେ ଛିଡା ହଲିେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்