Base Word
עֲלָטָה
Short Definitiondusk
Long Definitionthick darkness
Derivationfeminine from an unused root meaning to cover
International Phonetic Alphabetʕə̆.lɔːˈt̪’ɔː
IPA modʕə̆.lɑːˈtɑː
Syllableʿălāṭâ
Dictionuh-law-TAW
Diction Moduh-la-TA
Usagedark, twilight
Part of speechn-f

Genesis 15:17
ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।

Ezekiel 12:6
ସମାନଙ୍କେ ଉପସ୍ଥିତି ରେ ତୁମ୍ଭର ଥଳିଗୁଡ଼ିକ ସୂର୍ୟ୍ଯାସ୍ତ ସମୟରେ ଆପଣା କାନ୍ଧ ରେ ବହନ କରି ନଇୟିବେ। ତୁମ୍ଭେ ଯେପରି ଭୂମି ନ ଦେଖିପାରିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଏକ ଚିହ୍ନ ଓ ଏକ ଉଦାହରଣ ରୂପେ ଇଶ୍ରାୟେଲର ଲୋକମାନଙ୍କଠା ରେ ବ୍ଯବହାର କରିଛୁ।

Ezekiel 12:7
ତେଣୁ ମୁଁ ସହେି ଆଜ୍ଞା ପ୍ରମାଣେ କାର୍ୟ୍ଯ କଲି। ଦିନ ବେଳେ ମୁଁ ମାରଗେଣ୍ଠିଲି ପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ୟିବି। ଏବଂ ସନ୍ଧ୍ଯା ବେଳେ ମୁଁ କାନ୍ଥ ରେ ଗୋଟିଏ ଗାତ ଖାେଳିଲି। ଏହା ମୁଁ ଅନ୍ଧାର ରେ ନଲେି ଓ ସମାନଙ୍କେ ଉପସ୍ଥିତି ରେ କାନ୍ଧ ରେ ବହିଲି।

Ezekiel 12:12
ଏବଂ ତୁମ୍ଭର ନେତା ତା'ର ଜିନିଷପତ୍ର ତା' କାନ୍ଧ ରେ ବହିବ ଏବଂ ସୂର୍ୟ୍ଯାସ୍ତ ସମୟରେ କାନ୍ଥ ରେ ତା' ପାଇଁ ଖୋଳା ୟାଇଥିବା ମଧ୍ଯଦଇେ ବାହାରିୟିବ ଓ ସେ ତା'ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖିପାରିବ ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்