Base Word
עַכְבָּר
Short Definitiona mouse (as nibbling)
Long Definitionmouse
Derivationprobably from the same as H5908 in the secondary sense of attacking
International Phonetic Alphabetʕɑkˈbɔːr
IPA modʕɑχˈbɑːʁ
Syllableʿakbār
Dictionak-BAWR
Diction Modak-BAHR
Usagemouse
Part of speechn-m

Leviticus 11:29
ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧିଅରେ ଏଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ। ସମାନେେ ହେଲ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ ଏଣ୍ଡୁଅ।

1 Samuel 6:4
ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?

1 Samuel 6:5
ତୁମ୍ଭମାନେେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗକ୍ସ୍ଟଡିକ ତୁମ୍ଭର ଭୂମିକକ୍ସ୍ଟ ଆକ୍ରମଣ କରନ୍ତି ଓ ଧ୍ବଂସ କରନ୍ତି ଓ ଇଶ୍ରାୟେଲର ପରମେଶଓରଙ୍କୁ ସମ୍ମାନ ଦିଅ। ତା ହେଲେ ସେ ହକ୍ସ୍ଟଏତ ତୁମ୍ଭମାନଙ୍କୁ, ତୁମ୍ଭର ଦବେତାଗଣଙ୍କକ୍ସ୍ଟ ଓ ତୁମ୍ଭର ଦେଶକକ୍ସ୍ଟ ଦଣ୍ତିତ କରିବା ବନ୍ଦ କରିବ।

1 Samuel 6:11
ଆଉ ସମାନେେ ଶଗଡ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଓ ସ୍ବର୍ଣ୍ଣମୂଷିକ ଓ ସମାନଙ୍କେ ଅର୍ଶ ପ୍ରତିମାର ସିନ୍ଦକ୍ସ୍ଟକ ରଖିଲେ।

1 Samuel 6:18
ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।

Isaiah 66:17
ସଦାପ୍ରଭୁ ପୁଣି କୁହନ୍ତି, ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ୟିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ଯଦ୍ରବ୍ଯ ଓ ମୂଷା ଖାଆନ୍ତି, ସମାନେେ ସମସ୍ତେ ଏକତ୍ର ବିନଷ୍ଟ ହବେେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்