Base Word
עַזְרִיקָם
Short DefinitionAzrikam, the name of four Israelites
Long Definitionson of Neariah and descendant of Zerubbabel of the royal line of Judah
Derivationfrom H5828 and active participle of H6965; help of an enemy
International Phonetic Alphabetʕɑd͡z.rɪi̯ˈk’ɔːm
IPA modʕɑz.ʁiːˈkɑːm
Syllableʿazrîqām
Dictionadz-ree-KAWM
Diction Modaz-ree-KAHM
UsageAzrikam
Part of speechn-pr-m

1 Chronicles 3:23
ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।

1 Chronicles 8:38
ଆତ୍ ସେଲ୍ଙ୍କ ଛଅ ପୁତ୍ର ଥିଲେ। ସମାନଙ୍କେର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ।

1 Chronicles 9:14
ଲବେୀଙ୍କ ପରିବାରବର୍ଗର ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିଲେ : ହଶୂବ୍ଙ୍କ ପୁତ୍ର ଶମଯିଯ। ହଶୂଯ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶୂବ୍ଙ୍କ ପୁତ୍ର ଥିଲେ। ହଶବିଯ ମରାରିଙ୍କ ବଂଶଧର ଥିଲେ।

1 Chronicles 9:44
ଆତ୍ ସେଲଙ୍କ ଛଅପୁତ୍ର ଥିଲେ। ସମାଙ୍କେର ନାମ ଥିଲା : ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ୍। ଏହି ସମସ୍ତ ଆତ ସେଲଙ୍କ ସନ୍ତାନ ଥିଲେ।

2 Chronicles 28:7
ସିଖ୍ରି ଇଫ୍ରଯିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମା ସଯଙ୍କେୁ, ରାଜ ପ୍ରାସାଦର ଅଧିକାରୀ ଦାଯିତ୍ବ ରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା, (ୟିଏକି ରାଜାଙ୍କ ପରେ ଦ୍ବିତୀୟ ସ୍ଥାନ ରେ ଥିବା ଅଧିକାରୀଙ୍କୁ) ହତ୍ଯା କଲେ।

Nehemiah 11:15
ଲବେୀୟମାନଙ୍କ ମଧ୍ଯରୁ ଯଥା: ହଶୂବର ପୁତ୍ର ଶମଯିଯ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିଯର ପୁତ୍ର, ହସବିଯ ବୁନ୍ନିର ପୁତ୍ର।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்