Base Word
עוּז
Short Definitionto be strong; causatively, to strengthen, i.e., (figuratively) to save (by flight)
Long Definition(Hiphil) to take refuge, bring to refuge, seek refuge
Derivationa primitive root
International Phonetic Alphabetʕuːd͡z
IPA modʕuz
Syllableʿûz
Dictionoodz
Diction Modooz
Usagegather (self, self to flee), retire
Part of speechv

Exodus 9:19
ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନ ରେ ରଖ। ତୁମ୍ଭର ସମସ୍ତ ପଶୁଗୁଡିକ କ୍ଷତରେୁ ନିରାପଦ ସ୍ଥାନକୁ ନଇେଆସ। କାହିଁକି? କାରଣ ଯେଉଁମାନେ କ୍ଷତେ ରେ ରହିବେ ମନୁଷ୍ଯ ହେଉ କି ପଶୁ ହେଉ ସମାନେେ ମରିବେ। ଘର ବାହା ରେ ଥିବା ସମସ୍ତ ବସ୍ତୁ ଉପରେ ଶିଳା ବୃଷ୍ଟି ହବେ।'

Isaiah 10:31
ମଦମନୋ ଲୋକମାନେ ପଳାଯନ କରୁଛନ୍ତି। ପୁଣି ଗବେୀମ୍ ନିବାସୀମାନେ ଲୁଚୁଛନ୍ତି।

Jeremiah 4:6
ସିୟୋନ୍ଆଡ଼େ ଧ୍ବଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାଯନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

Jeremiah 6:1
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்