Base Word
עוֹדֵד
Short DefinitionOded, the name of two Israelites
Long Definitionfather of Azariah the prophet in the reign of king Asa of Judah
Derivationor עֹדֵד; from H5749; reiteration
International Phonetic Alphabetʕoˈd̪ed̪
IPA modʕo̞wˈded
Syllableʿôdēd
Dictionoh-DADE
Diction Modoh-DADE
UsageOded
Part of speechn-pr-m

2 Chronicles 15:1
ପରମେଶ୍ବର ଆତ୍ମା ଅସରିଯଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିଯ ଓବଦଙ୍କେ ପୁତ୍ର ଥିଲେ।

2 Chronicles 15:8
ଆସା ଓବେଦ୍ ଭବିଷ୍ଯଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହାପରେ ସେ ଯିହୁଦା ଓ ବିନ୍ଯାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ଯ ପ୍ରତିମାଗୁଡ଼ିକ ଦୂର କରି ଦେଲେ। ଆସା ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସହେି ସହରଗୁଡ଼ିକରୁ ମଧ୍ଯ ସହେି ଘୃଣ୍ଯ ପ୍ରତିମାଗୁଡ଼ିକ ବାହାର କରି ଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ମରାମତି କଲେ।

2 Chronicles 28:9
କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ଥିଲେ। ଏହି ଭବିଷ୍ଯତ୍ବକ୍ତାମାନଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିଯାକୁ ଫରେି ଆସିଥିବା ଇଶ୍ରାୟେଲୀୟ ସୈନ୍ଯଦଳକୁ ଭଟେିଲେ। ଓବେଦ୍ ଇଶ୍ରାୟେଲୀୟ ସୈନ୍ଯଦଳକୁ କହିଲେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ବାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସମାନଙ୍କେ ପ୍ରତି ଅତ୍ଯନ୍ତ କୋରଧ କରିଛନ୍ତି। ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଅତ୍ଯନ୍ତ କଦର୍ୟ୍ଯ ଭାବରେ ହତ୍ଯା ଓ ଦଣ୍ଡିତ କରିଅଛ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்