Base Word
עוֹבֵד
Short DefinitionObed, the name of five Israelites
Long Definitionson of Boaz by Ruth and the grandfather of David
Derivationactive participle of H5647; serving
International Phonetic Alphabetʕoˈbed̪
IPA modʕo̞wˈved
Syllableʿôbēd
Dictionoh-BADE
Diction Modoh-VADE
UsageObed
Part of speechn-pr-m

Ruth 4:17
ସହେି ସ୍ତ୍ରୀ ଲୋକମାନେ କହିଲେ, ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି। ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।

Ruth 4:21
ସଲ୍ମୋନର ପକ୍ସ୍ଟତ୍ର ବୋୟଜ ଓ ବୋୟଜର ପକ୍ସ୍ଟତ୍ର ଓବଦେ,

Ruth 4:22
ଓବଦରେ ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।

1 Chronicles 2:12
ବୋୟଜ ଓବଦଙ୍କେର ପିତା ଥିଲେ। ଓବଦେ ୟିଶୀଙ୍କର ପିତା ଥିଲେ।

1 Chronicles 2:12
ବୋୟଜ ଓବଦଙ୍କେର ପିତା ଥିଲେ। ଓବଦେ ୟିଶୀଙ୍କର ପିତା ଥିଲେ।

1 Chronicles 2:37
ସାବଦକ୍ ଇଫଲଲଙ୍କର ପିତା ଥିଲେ। ଇଫଲଲ ଓବଦଙ୍କେର ପିତା ଥିଲେ।

1 Chronicles 2:38
ଓବଦେ ଯହେୁଙ୍କର ପିତା ଥିଲେ। ଯହେୁ ଅସରିଯଙ୍କ ପିତା ଥିଲେ।

1 Chronicles 11:47
ଇଲୀଯଲେ ଓ ଓବେଦ୍ ଓ ମସୋବାଯିଯ ୟାସୀଯଲେ।

1 Chronicles 26:7
ଶମଯିଯଙ୍କର ପୁତ୍ରମାନେ ଥିଲେ ଅତନି, ରଫାଯଲେ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିଯ। ଇଲୀଶାବଦ୍ଙ୍କର ଆତ୍ମୀଯମାନେ ଦକ୍ଷ କାରିଗର ଥିଲେ।

2 Chronicles 23:1
ଛଅ ବର୍ଷ ପରେ, ଯିହାୟୋଦାରଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରେତ୍ୟକକଙ୍କର 100 ଜଣ ସୈନ୍ଯ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସହେି କପ୍ତାନମାନେ ଥିଲେ : ୟିରୋହାମ୍ଙ୍କ ପୁତ୍ର ଅସରିଯ, ଯିହାୟୋଦାରନାଙ୍କ ପୁତ୍ର ଇଶ୍ମାଯଲେ, ଅସରିଯଙ୍କ ପୁତ୍ର ଓବେଦ୍, ଅଦାଯାଙ୍କ ପୁତ୍ର ମା ସଯେ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்