Base Word
עֲגַב
Short Definitionto breathe after, i.e., to love (sensually)
Long Definition(Qal) to have inordinate affection or lust
Derivationa primitive root
International Phonetic Alphabetʕə̆ˈɡɑb
IPA modʕə̆ˈɡɑv
Syllableʿăgab
Dictionuh-ɡAHB
Diction Moduh-ɡAHV
Usagedote, lover
Part of speechv

Jeremiah 4:30
ଆଉ ତୁମ୍ଭେ ଯେତବେେଳେ ବିନଷ୍ଟ ହବେ ସେତବେେଳେ ତୁମ୍ଭେ କ'ଣ କରିବ ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାର ରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥା ରେ ନିଜର ଚକ୍ଷୁ ରେ ଅଞ୍ଜନ ଦଇେ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ଯ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।

Ezekiel 23:5
ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ପ୍ ରମେ କଲା। ସେ ଆପଣାର ପ୍ରତିବେଶୀ ଅଶୂରୀଯ ପ୍ ରମେିକଗଣଠା ରେ ଆସକ୍ତା ହେଲା।

Ezekiel 23:7
ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗ ରେ ବ୍ଯଭିଚାର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ ରମେ ରେ ଆସକ୍ତା ଥିଲା। ସେ ତା'ର ପ୍ରତିମାଗଣ ଦ୍ବାରା ଆପଣାକୁ ଅପବିତ୍ର କଲା।

Ezekiel 23:9
ତେଣୁ ଆମ୍ଭେ ତାହାର ପ୍ ରମେିକଗଣର ହସ୍ତ ରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ ରମେ ରେ ଆସକ୍ତା ହାଇେଥିଲା ସହେି ଅଶୂରୀଯମାନଙ୍କ ହସ୍ତ ରେ ତାହାକୁ ସମର୍ପଣ କଲୁ।

Ezekiel 23:12
ସେ ମଧ୍ଯ ସହେି ଅଶୂରୀଯ ଦଶାେଧ୍ଯକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲାା ସମାନେେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ୟୁବକ ଓ ଅଶ୍ବାରୋହୀ ଥିଲେ।

Ezekiel 23:16
ପୁଣି ଅହଲୀବା ସମାନଙ୍କେ ପ୍ରତି ପ୍ ରମେ ରେ ଆସକ୍ତା ହେଲା ଓ କଲଦୀଯ ଦେଶରୁ ସମାନଙ୍କେୁ ଡ଼କାଇଲା।

Ezekiel 23:20
ଆଉ ସେ ଗର୍ଦ୍ଦଭ ପରି ୟୌନାଙ୍ଗ ବିଶିଷ୍ଟ ଓ ଅଶ୍ବପରି ରତେ ବିଶିଷ୍ଟ ଉପପତିମାନଙ୍କଠା ରେ ଆସକ୍ତା ହେଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்