Base Word
סָרִיס
Short Definitiona eunuch; by implication, valet (especially of the female apartments), and thus, a minister of state
Long Definitionofficial, eunuch
Derivationor סָרִס; from an unused root meaning to castrate
International Phonetic Alphabetsɔːˈrɪi̯s
IPA modsɑːˈʁiːs
Syllablesārîs
Dictionsaw-REES
Diction Modsa-REES
Usagechamberlain, eunuch, officer
Part of speechn-m

Genesis 37:36
ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।

Genesis 39:1
ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।

Genesis 40:2
ତହିଁରେ ଫା ରେ ଏଇ ଦୁଇଟି ସବେକଙ୍କ ପ୍ରତି କୋର୍ଧିତ ଥିଲେ, ରାଜାଙ୍କର ମୂଖ୍ଯ ପାନପାତ୍ର ବାହାକ ଓ ମୁଖ୍ଯ ସୂପକାର।

Genesis 40:7
ଯେଉଁମାନେ କାରାଗାର ରେ ଥିଲେ, ଯୋଷଫେ ଫାରୋଙ୍କର ସବେକମାନଙ୍କୁ ପଚାରିଲେ, ତୁମ୍ଭମାନେେ କାହିଁକି ଆଜି ଭାରି ଚିନ୍ତିତ ଦଖାଯାେଉଛ?

1 Samuel 8:15
ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନଇେ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦବେ।

1 Kings 22:9
ତେଣୁ ରାଜା ଆହାବ୍ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, ଇମ୍ଲର ପୁତ୍ର ମୀଖାଯଙ୍କୁ ଶିଘ୍ର ଆଣ।

2 Kings 8:6
ରାଜା ସ୍ତ୍ରୀ ଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀ ଲୋକଟି ସମସ୍ତ କଥା କହିଲା,

2 Kings 9:32
ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, କିଏ ମାେ ପକ୍ଷ ରେ ଅଛି?

2 Kings 20:18
ତୁମ୍ଭଠାରୁ ଜନ୍ମ ହାଇେଥିବା ପୁତ୍ରମାନଙ୍କୁ ବାବିଲୋନୀଯମାନେ ନଇେଯିବେ ଓ ବାବିଲ ରାଜାର ଅଟ୍ଟାଳିକା ରେ ସମାନେେ ନଫୁସକ ହାଇେ ରହିବେ।

2 Kings 23:11
ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମଲକେ ନାମକ ନଫୁସକର କଠାେରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ୟ୍ଯ ଉଦ୍ଦେଶ୍ଯ ରେ ଯେଉଁ ଅଶ୍ବମାନଙ୍କୁ ଦଇେଥିଲେ, ସେ ସମାନଙ୍କେୁ ନଇେ ଗଲେ ଓ ସହେି ସୂର୍ୟ୍ଯ ଦବେତାର ରଥଗୁଡିକୁ ଅଗ୍ନି ରେ ଦଗ୍ଧ କରାଗଲା।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்