Base Word
סָקַל
Short Definitionproperly, to be weighty; but used only in the sense of lapidation or its contrary (as if a delapidation)
Long Definitionto stone (to death), put to death by stoning
Derivationa primitive root
International Phonetic Alphabetsɔːˈk’ɑl
IPA modsɑːˈkɑl
Syllablesāqal
Dictionsaw-KAHL
Diction Modsa-KAHL
Usage(cast, gather out, throw) stone(-s), × surely
Part of speechv

Exodus 8:26
କିନ୍ତୁ ମାଶାେ କହିଲେ, ଏହା କବେେ ମଧ୍ଯ ଠିକ୍ ହବେ ନାହିଁ। ମିଶରବାସୀମାନେ ଭାବିବେ ଯେ, ପଶୁମାନଙ୍କୁ ମାରି ବଳିଦାନ କରିବା, ଏକ ଭୟଙ୍କର କାର୍ୟ୍ଯ ହବେ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯଦି ଆମ୍ଭେ ଏପରି କର୍ୟ୍ଯ ଏହିଠା ରେ କରୁ ତବେେ ମିଶରବାସୀ ଆମ୍ଭମାନଙ୍କୁ ଦେଖିବେ, ଏବଂ ସମାନେେ ଆମ୍ଭମାନଙ୍କ ଉପରକୁ ପଥର ଫୋପାଡିବେ।

Exodus 17:4
ତେଣୁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, ମୁଁ ଏହି ଲୋକମାନଙ୍କ ପାଇଁ କ'ଣ କରିବି? ସମାନେେ ମାେତେ ପଥର ମାରି ହତ୍ଯା କରିବାକୁ ପ୍ରସ୍ତୁତ।

Exodus 19:13
କିଏ ପଥର ଛଚୋ ରେ ମରିବ ତ କିଏ ବାଣ ଦ୍ବାରା ମରିବ। କିନ୍ତୁ କହେି ଏହି ବ୍ଯକ୍ତିକୁ ହତ୍ଯା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜୀବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ପଡିବ। ଏହାପରେ ସମାନେେ ପର୍ବତ ଉପରକୁ ୟାଇ ପାରିବେ।

Exodus 19:13
କିଏ ପଥର ଛଚୋ ରେ ମରିବ ତ କିଏ ବାଣ ଦ୍ବାରା ମରିବ। କିନ୍ତୁ କହେି ଏହି ବ୍ଯକ୍ତିକୁ ହତ୍ଯା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜୀବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ପଡିବ। ଏହାପରେ ସମାନେେ ପର୍ବତ ଉପରକୁ ୟାଇ ପାରିବେ।

Exodus 21:28
ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।

Exodus 21:28
ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।

Exodus 21:29
ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।

Exodus 21:32
କିନ୍ତୁ ଯଦି ବଳଦ ଯବେେ କାହାର ଦାସ କି ଦାସୀକୁ ଆଘାତ କରେ, ତବେେ ସେ ତା'ର ପ୍ରଭୁକୁ ତିରିଶ ସକେଲେ ରୂପା ଦବେ। ଆଉ ବଳଦକୁ ପ୍ରସ୍ତର ଦ୍ବାରା ହତ୍ଯା କରାୟିବ।

Deuteronomy 13:10
ଆଉ ସେ ହେଉଛନ୍ତି ସହେି ସଦାପ୍ରଭୁ ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଥିଲେ। ଯେଉଁଠା ରେ ତୁମ୍ଭମାନେେ ଦାସପରି ଥିଲ।

Deuteronomy 17:5
ତବେେ ଏପରି ଅପକର୍ମ କରିଥିବା ସହେି ଲୋକଙ୍କକ୍ସ୍ଟ ଦଣ୍ତିତ କରିବ। ତୁମ୍ଭେ ସହେି ଲୋକଟିକକ୍ସ୍ଟ ନଗରଦ୍ବାର ବାହାରକକ୍ସ୍ଟ ଆଣି ପଥର ଫିଙ୍ଗି ତାକକ୍ସ୍ଟ ସମସ୍ତଙ୍କ ଆଗ ରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହାଇେଥାଉ

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்