Base Word
סוּפָה
Short Definitiona hurricane
Long Definition(n f) storm-wind
Derivationfrom H5486
International Phonetic Alphabetsuːˈpɔː
IPA modsuˈfɑː
Syllablesûpâ
Dictionsoo-PAW
Diction Modsoo-FA
UsageRed Sea, storm, tempest, whirlwind, Red sea
Part of speechn-f
Base Word
סוּפָה
Short Definitiona hurricane
Long Definition(n f) storm-wind
Derivationfrom H5486
International Phonetic Alphabetsuːˈpɔː
IPA modsuˈfɑː
Syllablesûpâ
Dictionsoo-PAW
Diction Modsoo-FA
UsageRed Sea, storm, tempest, whirlwind, Red sea
Part of speechn-pr-loc

Numbers 21:14
ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:

Job 21:18
ପବନ କୁଟା ଖଣ୍ଡକୁ ଉଡ଼ାଇ ନଲୋପରି ପରମେଶ୍ବର କେତେ ଥର ସମାନଙ୍କେୁ ଉଡ଼ାଇ ନିଅନ୍ତି। ବତାଶ ରେ କେତେ ଥର ସମାନେେ ତୁଷପରି ଉଡ଼ି ୟାଆନ୍ତି।

Job 27:20
ଆତଙ୍କ ତା' ବିରୁଦ୍ଧ ରେ ହଠାତ୍ ବନ୍ଯା ପରି ଆସିବ। ଏବଂ ବାତ୍ଯା ରାତି ରେ ଆସି ତାକୁ ଉଡ଼ାଇ ନଇୟିବେ।

Job 37:9
ଦକ୍ଷିଣ ଦିଗରୁ ବତାସ ମାଡ଼ି ଆ ସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆ ସେ।

Psalm 83:15
ହେ ପରମେଶ୍ବର, ସହେି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରଇେ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ବାରା ସମାନଙ୍କେୁ ଭୟଭୀତ କର।

Proverbs 1:27
ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।

Proverbs 10:25
ଯେତବେେଳେ ଘୂର୍ଣ୍ଣିବାଯୁ ବ ହେ, ଦୁଷ୍ଟ ଲୋକ ଅନ୍ତର୍ଧାନ ହାଇଯେିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାଯୀ ସ୍ବରୂପ ରହେ।

Isaiah 5:28
ସସହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀକ୍ଷ୍ଣ ଏବଂ ଧାରୁଆ ଓସସମାନଙ୍କର ଧନୁଗୁଡ଼ିକ ଗୁଣୟୁକ୍ତ।ସସମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓସସମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶସର ସୃଷ୍ଟି ହୁଏ।

Isaiah 17:13
ନାନା ଦେଶୀଯ ଲୋକମାନେ ସହେି ତରଙ୍ଗ ସଦୃଶ ହବେେ। ପରମେଶ୍ବର ସମାନଙ୍କେୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସମାନେେ ପଳାଯନ କରିବେ। ବାଯୁ ରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ଯା ରେ ଧୂଳି ଉଡ଼ିଲା ପରି ସମାନେେ ତାଡ଼ିତ ହବେେ।

Isaiah 21:1
ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்