Base Word
סֹהַר
Short Definitiona dungeon (as surrounded by walls)
Long Definitionhouse of roundness, roundhouse, prison
Derivationfrom the same as H5469
International Phonetic Alphabetsoˈhɑr
IPA modso̞wˈhɑʁ
Syllablesōhar
Dictionsoh-HAHR
Diction Modsoh-HAHR
Usageprison
Part of speechn-m

Genesis 39:20
ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ।

Genesis 39:20
ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ।

Genesis 39:21
କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।

Genesis 39:22
ତହିଁରେ ସହେି କାରା ରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷଫଙ୍କେ ହସ୍ତ ରେ ସମର୍ପଣ କଲେ। ପୁଣି ସମାନେେ ଯାହା କଲେ ସହେି ସକଳର କର୍ତ୍ତା ସହେି ହେଲେ।

Genesis 39:22
ତହିଁରେ ସହେି କାରା ରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷଫଙ୍କେ ହସ୍ତ ରେ ସମର୍ପଣ କଲେ। ପୁଣି ସମାନେେ ଯାହା କଲେ ସହେି ସକଳର କର୍ତ୍ତା ସହେି ହେଲେ।

Genesis 39:23
କାରା ରକ୍ଷକ ଯୋଷଫଙ୍କେର ହସ୍ତଗତ କୌଣସି ବିଷଯ ରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।

Genesis 40:3
ରକ୍ଷକ ସୈନ୍ଯାଧିପତିର ଯେଉଁ ବନ୍ଦୀ ଗୃହ ରେ ଯୋଷଫେ ବନ୍ଦୀ ଥିଲେ। ସହେିଠା ରେ ସମାନଙ୍କେୁ ବନ୍ଦୀ କରି ରଖିଲେ।

Genesis 40:5
ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்