Base Word
סְבָךְ
Short Definitiona copse
Long Definitionthicket
Derivationfrom H5440
International Phonetic Alphabetsɛ̆ˈbok
IPA modsɛ̆ˈvoχ
Syllablesĕbok
Dictionseh-BOKE
Diction Modseh-VOKE
Usagethick(-et)
Part of speechn-m

Genesis 22:13
ଏହାପରେ ଅବ୍ରହାମ ଏକ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମଷେ ଦେଖିଲେ, ତା'ର ଶିଙ୍ଗ ବୁଦା ରେ ବନ୍ଧା ହାଇେଥିଲା। ତେଣୁ ଅବ୍ରହାମ ସହେି ଅଣ୍ଡିରା ମଷେକୁ ଆଣି ହତ୍ଯାକଲେ ଓ ତାହାକୁ ନିଜପୁତ୍ର ବଦଳ ରେ ହାମବେଳିରେ ଉତ୍ସର୍ଗ କଲେ।

Psalm 74:5
ଜଙ୍ଗଲରେ କୁରାଢ଼ୀ ବ୍ଯବହାର କରୁଥିବା ଲୋକମାନଙ୍କ ପରି ଶତ୍ରୁ ସୈନ୍ଯମାନେ ଦଖାଯାେଉଥିଲେ।

Isaiah 9:18
ଭ୍ରଷ୍ଟାଚାର ଜ୍ବଳନ୍ତ ଅଗ୍ନିତୁଲ୍ଯ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପ ରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ଯକୁ ଜାଳିଦିଏ। ଶଷେ ରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ଯ ଧୂମ ହାଇେ ଉପରକୁ ଉେଠ।

Isaiah 10:34
ସଦାପ୍ରଭୁ ତାଙ୍କର କୁଠାର ସାହାୟ୍ଯ ରେ ଅରଣ୍ଯକୁ କାଟି ପକାଇବେ। ଲିବାନୋନର ମହାନ୍ ବୃକ୍ଷର ପତନ ଘଟିବ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்