Base Word
נֶשֶׁף
Short Definitionproperly, a breeze, i.e., (by implication) dusk (when the evening breeze prevails)
Long Definitiontwilight
Derivationfrom H5398
International Phonetic Alphabetn̪ɛˈʃɛp
IPA modnɛˈʃɛf
Syllablenešep
Dictionneh-SHEP
Diction Modneh-SHEF
Usagedark, dawning of the day (morning), night, twilight
Part of speechn-m

1 Samuel 30:17
ଦାଉଦ ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ବଧ କଲେ। ସମାନେେ ସୂର୍ େଯ୍ଯାଦଯରକ୍ସ୍ଟ ପରଦିନ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢି଼ଲେ ଏବଂ ପଳାଇଲେ ସହେି ଅମାଲକେୀଯ ବ୍ଯତୀତ କହେି ରକ୍ଷା ପାଇଲେ ନାହିଁ।

2 Kings 7:5
ତେଣୁ ସହେିଦିନ ସନ୍ଧ୍ଯା ରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀଯ ଶିବିରକୁ ଗଲେ। ସମାନେେ ଅରାମୀଯ ଶିବିରର ବାହାର ସୀମା ରେ ପହଞ୍ଚି ଦେଖିଲେ, ସଠାେରେ କୌଣସି ମନୁଷ୍ଯ ନାହିଁ।

2 Kings 7:7
ତେଣୁ ଅରାମୀଯ ସୈନ୍ଯମାନେ ଗୋଧୂଳି ସମୟରେ ଶିବିର ଛାଡି ପଳାଯନ କଲେ। ସମାନେେ ସମାନଙ୍କେର ତମ୍ବୁ, ଅଶ୍ବ ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡି ଜୀବନ ରକ୍ଷା କରିବାକୁ ପଳାଯନ କଲେ।

Job 3:9
ସହେିଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମଯ ହାଇେ ଅନ୍ଧକାର ରେ ଲୁଚି ଯାଉ। ରାତ୍ରିଟି ପ୍ରଭାତର ପ୍ରତୀକ୍ଷା ରେ ରହୁ ଏବଂ ସୂର୍ୟ୍ଯର ପ୍ରଥମ କିରଣ ନ ଦେଖୁ।

Job 7:4
ଯେତବେେଳେ ମୁଁ ଶଯନ କରେ, ମୁଁ କ ହେ, 'ଆଉ କେତେ ସମୟ ପରେ ଶୟ୍ଯା ତ୍ଯାଗ କରିବି।' ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ୟ୍ଯନ୍ତ ମୁଁ ବିଛଣା ରେ ଛଟପଟ ହୁଏ।

Job 24:15
ଯେଉଁ ମନୁଷ୍ଯ ବ୍ଯଭିଚାର କରେ ରାତି ହବୋକୁ ଅପେକ୍ଷା କରେ। ସେ ଭାବେ, 'କହେି ତାକୁ ଦେଖି ପାରିବେ ନାହିଁ।' ତଥାପି ସେ ତା'ର ମୁଖକୁ ଘାଡ଼ୋଇଥାଏ।

Psalm 119:147
ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ଯରେ ଭରସା କରେ।

Proverbs 7:9
ଏହା ଥିଲା ସୂର୍ୟ୍ଯାସ୍ତ ହବୋ ସମୟର। ସନ୍ଧ୍ଯା ଆରମ୍ଭ ହେଉଥିଲା।

Isaiah 5:11
ତୁମ୍ଲଭମାଲନ ସୁରାପାନ କରିବାକୁ ଅତି ପ୍ରଭାତସର ଉଠ, ବିଳମ୍ବ ରାତ୍ରି ପର୍ୟ୍ଯନ୍ତ ଉଜାଗର ରହି ସୁରାସର ଉନ୍ମତ୍ତ ହୁଅ।

Isaiah 21:4
ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்