Base Word
נְכֹחָה
Short Definitionproperly, straightforwardness, i.e., (figuratively) integrity, or (concretely) a truth
Long Definitionstraight in front, be in front of, straight, right, straightness
Derivationfeminine of H5228
International Phonetic Alphabetn̪ɛ̆.koˈħɔː
IPA modnɛ̆.χo̞wˈχɑː
Syllablenĕkōḥâ
Dictionneh-koh-HAW
Diction Modneh-hoh-HA
Usageequity, right (thing), uprightness
Part of speecha-f

Isaiah 26:10
ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।

Isaiah 30:10
ସମାନେେ ଦର୍ଶକମାନଙ୍କୁ କୁହନ୍ତି, ତୁମ୍ଭମାନେେ ଦର୍ଶନ କର ନାହିଁ ଓ ଭବିଷ୍ଯତ୍ବକ୍ତାମାନଙ୍କୁ କୁହନ୍ତି ତୁମ୍ଭମାନେେ ଆମ୍ଭମାନଙ୍କ ନିକଟରେ ବିଶ୍ବାସ ବାକ୍ଯ ପ୍ରଚାର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ଯ ପ୍ରଚାର କର।

Isaiah 59:14
ଏଣୁ ସୁବିଚାର ପଛକୁ ହଟି ୟାଇଛି ଓ ଧର୍ମ ଦୂର ରେ ଠିଆ ହାଇେଅଛି। ଛକ ସ୍ଥାନ ରେ ସତ୍ଯତାର ପତନ ଘଟିଛି ଓ ସରଳତା ନଗର ମଧ୍ଯକୁ ପ୍ରବେଶ କରିପାରୁ ନାହିଁ।

Amos 3:10
ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்