| Base Word | |
| נִיר | |
| Short Definition | a lamp (i.e., the burner) or light (literally or figuratively) |
| Long Definition | lamp |
| Derivation | or נִר; also נֵיר; or נֵר; or (feminine) נֵרָה; from a primitive root (see H5214; H5135) properly, meaning to glisten |
| International Phonetic Alphabet | n̪ɪi̯r |
| IPA mod | niːʁ |
| Syllable | nîr |
| Diction | neer |
| Diction Mod | neer |
| Usage | candle, lamp, light |
| Part of speech | n-m |
Exodus 25:37
ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।
Exodus 25:37
ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।
Exodus 27:20
ବର୍ତ୍ତମାନ ଇଶ୍ରାୟେଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପଷୋ ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ।
Exodus 30:7
ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।
Exodus 30:8
ପୁଣି ସନ୍ଧ୍ଯା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସମାନଙ୍କେର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରେତ୍ୟକକ ଦିନ ଧୂପ ଜଳାଇବ।
Exodus 35:14
ଦୀପ୍ତି ନିମନ୍ତେ ଦୀପରୂଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ,
Exodus 37:23
ସେ ସେଥିପାଇଁ ସାତଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କଲେ।
Exodus 39:37
ଶୁଦ୍ଧ ସୁବର୍ଣ୍ଣର ଦ୍ବୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈ ଆଣିଲେ।
Exodus 39:37
ଶୁଦ୍ଧ ସୁବର୍ଣ୍ଣର ଦ୍ବୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈ ଆଣିଲେ।
Exodus 40:4
ଏହାପରେ ମଜେ ଭିତରକୁ ଆଣି ତହିଁ ସମସ୍ତ ଦ୍ରବ୍ଯମାନ ସଜାଇ ରଖ। ଦୀପ ରୂଖା ଆଣ ଏବଂ ସମସ୍ତ ଦ୍ବୀପଗୁଡିକ ଜାଳିବା ପାଇଁ ରଖ।
Occurences : 48
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்