Base Word
נַחַת
Short Definitiona descent, i.e., imposition, unfavorable (punishment) or favorable (food); restfulness
Long Definitionrest, quietness
Derivationfrom H5182; also (intransitively; perhaps from H5117)
International Phonetic Alphabetn̪ɑˈħɑt̪
IPA modnɑˈχɑt
Syllablenaḥat
Dictionna-HAHT
Diction Modna-HAHT
Usagelighting down, quiet(-ness), to rest, be set on
Part of speechn
Base Word
נַחַת
Short Definitiona descent, i.e., imposition, unfavorable (punishment) or favorable (food)
Long Definitionrest, quietness
Derivationfrom H5182
International Phonetic Alphabetn̪ɑˈħɑt̪
IPA modnɑˈχɑt
Syllablenaḥat
Dictionna-HAHT
Diction Modna-HAHT
Usagelighting down, quiet(-ness), to rest, be set on
Part of speechn

Job 17:16
ମାରେ ଆଶା କ'ଣ ମାେ ସହିତ ମରିୟିବ ? ଏହା ମଧ୍ଯ କ'ଣ ମୃତ୍ଯୁ ତଳକୁ ୟିବ ? ଆମ୍ଭେ ମଧ୍ଯ କ'ଣ ମାଟି ତଳକୁ ଏକତ୍ରିତ ୟିବୁ?

Job 36:16
ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।

Proverbs 29:9
ଯେତବେେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗ ରେ ବିଚାରାଳଯକୁ ୟାଏ, ମୂର୍ଖ ଲୋକ ରାଗି ୟାଏ ଏବଂ ୟୁକ୍ତି କରେ ଏବଂ ସଠାେ ରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ।

Ecclesiastes 4:6
ସଂଘର୍ଷ କରି ଦୁଇହାତ ପୂର୍ଣ୍ଣ କର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।

Ecclesiastes 6:5
ସେ ସୂର୍ୟ୍ଯ ଦେଖି ନାହିଁ କି ସେ ବିଷଯ ରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ।

Ecclesiastes 9:17
ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ଯ ଅଧିକ ଶୁଣାୟାଏ।

Isaiah 30:15
ମାରେ ପ୍ରଭୁ ସଦାପ୍ରଭୁ ଇଶ୍ରାୟେଲର ଧର୍ମସ୍ବରୂପ କୁହନ୍ତି, ତୁମ୍ଭମାନେେ ଯଦି ମାେ ନିକଟକୁ ଫରେିଆସିବ ତବେେ ତୁମ୍ଭମାନେେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ବାସ ରଖିଲେ ବନ୍ଦ ହବେ।'

Isaiah 30:30
ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்