Base Word
נָחַם
Short Definitionproperly, to sigh, i.e., breathe strongly; by implication, to be sorry, i.e., (in a favorable sense) to pity, console or (reflexively) rue; or (unfavorably) to avenge (oneself)
Long Definitionto be sorry, console oneself, repent, regret, comfort, be comforted
Derivationa primitive root
International Phonetic Alphabetn̪ɔːˈħɑm
IPA modnɑːˈχɑm
Syllablenāḥam
Dictionnaw-HAHM
Diction Modna-HAHM
Usagecomfort (self), ease (one's self), repent(-er,-ing) (self)
Part of speechv

Genesis 5:29
ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।

Genesis 6:6
ମନୁଷ୍ଯମାନଙ୍କୁ ଜନ୍ମ ଦଇେଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦଯକୁ ୟନ୍ତ୍ରଣା ଦଲୋ।

Genesis 6:7
ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମନୁଷ୍ଯକୁ ଧ୍ବଂସ କରି ଦବେି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ଯ , ପଶୁ ଏବଂ ପ୍ରେତ୍ୟକକ ଖେଚ଼ର ପ୍ରାଣୀମାନଙ୍କୁ ଧ୍ବଂସ କରି ଦବେି। ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ଯ ଧ୍ବଂସ କରି ଦବେି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।

Genesis 24:67
ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।

Genesis 27:42
କିନ୍ତୁ ସହେି ବାକ୍ଯଗୁଡ଼ିକ ରିବିକାକୁ ଶୁଣା ୟାଇଥିଲା। ଏଷୌ ଯାକୁବକୁ ହତ୍ଯା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡ଼ାକି କହିଲା, ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି।

Genesis 37:35
ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

Genesis 37:35
ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

Genesis 38:12
ଅନକେ ସମୟ ପରେ ଶୂଯ ରେ କନ୍ଯା, ଯିହୁଦାର ସ୍ତ୍ରୀ ମୃତ୍ଯୁ ବରଣ କଲା। ଯେତବେେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମଷେମାନଙ୍କ ବାଳକାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲେ।

Genesis 50:21
ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।

Exodus 13:17
ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।

Occurences : 108

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்