Base Word
נָדִיב
Short Definitionproperly, voluntary, i.e., generous; hence, magnanimous; as noun, a grandee (sometimes a tyrant)
Long Definition(adj) inclined, willing, noble, generous
Derivationfrom H5068
International Phonetic Alphabetn̪ɔːˈd̪ɪi̯b
IPA modnɑːˈdiːv
Syllablenādîb
Dictionnaw-DEEB
Diction Modna-DEEV
Usagefree, liberal (things), noble, prince, willing (hearted)
Part of speecha

Exodus 35:5
ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।

Exodus 35:22
ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

Numbers 21:18
ରାଜାମାନେ ଓ ଅଧିପତିମାନେ ସହେି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସମାନଙ୍କେର ଆଶାବାଡି ରେ ଓ ରାଜଦଣ୍ତ ରେ ତାହା ଖାେଳିଛନ୍ତି।

1 Samuel 2:8
ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରକ୍ସ୍ଟ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରକ୍ସ୍ଟ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକକ୍ସ୍ଟମାରମାନଙ୍କ ସହିତ ଓ କକ୍ସ୍ଟଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉେଠଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ତକକ୍ସ୍ଟ ନିର୍ମାଣ କରିଛନ୍ତି ଏବଂ ସମକ୍ସ୍ଟଦାଯ ବ୍ରହ୍ମାଣ୍ତ ତାଙ୍କର ଅଟେ।

1 Chronicles 28:21
ପରମେଶ୍ବରଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ କରିବା ନିମନ୍ତେ ଯାଜକ ଓ ଲବେୀୟମାନଙ୍କ ଦଳ ପ୍ରସ୍ତୁତ ହାଇେ ରହିଛନ୍ତି। ସମସ୍ତ କାର୍ୟ୍ଯ ରେ ତୁମ୍ଭକୁ ସାହାୟ୍ଯ କରିବା ନିମନ୍ତେ ସମସ୍ତ ଦକ୍ଷ କାରିଗରମାନେ ପ୍ରସ୍ତୁତ ହାଇେ ରହିଛନ୍ତି। ତୁମ୍ଭେ ଯେଉଁସବୁ ଆଦେଶ ଦବେ, ତାହା ସମସ୍ତ କାର୍ୟ୍ଯକାରୀ ଓ ଲୋକମାନେ ପାଳନ କରିବେ।

2 Chronicles 29:31
ହିଜକିଯ କହିଲେ, ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭମାନେେ ନିଜକୁ ସଦାପ୍ରଭୁଙ୍କ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ଯବାଦର ଉପହାରସବୁ ଆଣ। ଏହାପରେ ଲୋକମାନେ ବଳିଦାନ ଓ ଧନ୍ଯବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଚାହିଁଲା, ସେ ହାମବେଳି ଉପହାରସବୁ ଆଣିଲା।

Job 12:21
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।

Job 21:28
ତୁମ୍ଭେ ମାେତେ କହିପାର, 'ଜଣେ ଭଲ ଲୋକର ଗୃହକୁ ମାେତେ ଦଖାେଅ। ମାେତେ ମନ୍ଦ ଲୋକ ଯେଉଁଠା ରେ ବାସ କରନ୍ତି ଦଖାେଅ।'

Job 34:18
କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'

Psalm 47:9
ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்