Base Word
מַתְכֹנֶת
Short Definitionproportion (in size, number or ingredients)
Long Definitionmeasurement, proportion, tale
Derivationor מַתְכֻנֶת; from H8505 in the transferred sense of measuring
International Phonetic Alphabetmɑt̪.koˈn̪ɛt̪
IPA modmɑt.χo̞wˈnɛt
Syllablematkōnet
Dictionmaht-koh-NET
Diction Modmaht-hoh-NET
Usagecomposition, measure, state, tale
Part of speechn-f

Exodus 5:8
କିନ୍ତୁ ସମାନେେ ପୂର୍ବପରି ଯେତେ ସଂଖ୍ଯକ ଇଟା ତିଆରି କରୁଥିଲେ, ସମାନଙ୍କେୁ ସତେିକ ଇଟା ତିଆରି କରାଅ। ସମାନେେ ଅଳସୁଆ ହାଇେଛନ୍ତି। ଯେଉଁଥିପାଇଁ ସମାନେେ ୟିବାପାଇଁ ମାେତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ୟ୍ଯ କରିବାକୁ ଇଚ୍ଛା ନାହିଁ। ଯେଣୁ ସମାନେେ ସମାନଙ୍କେର ପରମେଶ୍ବରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଚାହୁଛନ୍ତି।

Exodus 30:32
କହେି ଏହାକୁ ବ୍ଯକ୍ତିଗତ କାର୍ୟ୍ଯ ରେ ସାଧାରଣ ତୈଳ ପରି ବ୍ଯବହାର କରିପାରିବେ ନାହିଁ। ବିଶଷେ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କରନାହିଁ।ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହବୋ ଉଚିତ୍।

Exodus 30:37
ତୁମ୍ଭମାନେେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ଯର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।

2 Chronicles 24:13
ଯେଉଁ ବ୍ଯକ୍ତିମାନେ ତତ୍ତ୍ବାବଧାନ କାର୍ୟ୍ଯ କରୁଥିଲେ, ସମାନେେ ଅତି ବିଶ୍ବସ୍ତ ଥିଲେ। ସଦାପ୍ରଭୁଙ୍କ ପୁନଃନିର୍ମାଣ କାର୍ୟ୍ଯ ସଫଳ ହେଲା। ପରମେଶ୍ବରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସମାନେେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସମାନେେ ତାହାକୁ ଆହୁରି ତୁଚ୍ଛ କଲେ।

Ezekiel 45:11
ବାତ୍ ଯେପରି ହାମରେର ଏକ ଦଶମାଂଶ ହବେ, ଐଫା ହାମରେର ସହିତ ସମାନ ହବେ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହବେ। ତହିଁର ପରିମାଣ ହାମରେ ଅନୁସାରେ ହବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்