Base Word
מָתוֹק
Short Definitionsweet
Long Definition(adj) sweet
Derivationor מָתוּק; from H4985
International Phonetic Alphabetmɔːˈt̪ok’
IPA modmɑːˈto̞wk
Syllablemātôq
Dictionmaw-TOKE
Diction Modma-TOKE
Usagesweet(-er, -ness)
Part of speecha

Judges 14:14
ଶାମ୍ଶାେନ୍ ସମାନଙ୍କେୁ ସହେି ପ୍ର ହଳେିକା ଶକ୍ସ୍ଟଣାଇଲେ। ଖାଦକଠାରକ୍ସ୍ଟ ଖାଦ୍ୟ ଓ ବଳବାନ୍ଠାରକ୍ସ୍ଟ ମିଷ୍ଟତା ନିର୍ଗତ ହେଲା।

Judges 14:18
ତେଣୁ ସଲ୍ଗମ ଦିନର ସୂର୍ୟ୍ଯାସ୍ତ ଠିକ୍ ପୂର୍ବରକ୍ସ୍ଟ ଭୋଜିର ଶଷେ ଦିନ ପଲେଷ୍ଟୀୟ ଲୋକମାନେ ସହେି ଉତ୍ତର କହି ଦେଲେ,

Psalm 19:10
ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ଯବାନ। ସଗେୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫଣୋରୁ ଆସିଥାଏ।

Proverbs 16:24
ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ।

Proverbs 24:13
ହେ ମାରେ ପୁତ୍ର, ତୁମ୍ଭେ ମହୁ ଖାଅ। ଯେ ହତେୁ ତାହା ଭଲ। ତୁମ୍ଭେ ମଧୁ ଚାଖି ଖାଅ, ଯେ ହତେୁ ତାହା ତୁମ୍ଭକୁ ସୁସ୍ବାଦୁ ଲାଗିବ।

Proverbs 27:7
ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ଯକୁ କୌଣସି ତିକ୍ତ ଦ୍ରବ୍ଯସବୁ ମିଷ୍ଟ ଲାଗେ।

Ecclesiastes 5:12
ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ୟିବାକୁ ଦବେ ନାହିଁ।

Ecclesiastes 11:7
ପ୍ରକୃତ ରେ ଆଲୋକ ସୁଖ ଦାୟକ, ପୁଣି ସୂର୍ୟ୍ଯାଲୋକ ଦେଖିବା ଆଶ୍ଚର୍ୟ୍ଯ ଅଟେ।

Song of Solomon 2:3
ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ।

Isaiah 5:20
ସସହିସଲାକମାଲନ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣିସସମାଲନ ଅନ୍ଧକାରକୁ ଆଲଲାକ ଓ ଆସଲାକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମଲନ କରନ୍ତି,ସସମାଲନ ସନ୍ତାପର ପାତ୍ର।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்