Base Word
מִשְׁכָּן
Short Definitiona residence (including a shepherd's hut, the lair of animals, figuratively, the grave; also the Temple); specifically, the Tabernacle (properly, its wooden walls)
Long Definitiondwelling place, tabernacle
Derivationfrom H7931
International Phonetic Alphabetmɪʃˈkɔːn̪
IPA modmiʃˈkɑːn
Syllablemiškān
Dictionmish-KAWN
Diction Modmeesh-KAHN
Usagedwelleth, dwelling (place), habitation, tabernacle, tent
Part of speechn-m

Exodus 25:9
ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର। ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦଖାଇବୋ ସହେି ଅନୁସାରେ ତୁମ୍ଭମାନେେ ସବୁ କରିବ।

Exodus 26:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।

Exodus 26:6
ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।

Exodus 26:7
ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡାଇ ରହିବ। ତମ୍ବୁଟି କରିବା ପାଇଁ ଛଳେିର ଚମଡା ରେ ନିର୍ମିତ ହାଇେଥିବା ଏଗାରଟି ପରଦା ବ୍ଯବହାର କର।

Exodus 26:12
ସହେି ତମ୍ବୁ କପଡା ରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧକେ କପଡା ଅତିରିକ୍ତ ଥିବ, ତାହା ପବିତ୍ର ତମୁ୍ବର ପଛ ପାଖ ରେ ଏହଳି ରହିବ।

Exodus 26:13
ଆଉ ତମ୍ବୁ କପଡାର ଦୀର୍ଘତାର ଯେଉଁ ଅଂଶ ଏପାଖ ରେ ଏକ ହସ୍ତ ଓ ସପୋଖ ରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାଶର୍‌ବ- ସପୋଶର୍‌ବ ରେ ଆଚ୍ଛାଦାନାର୍ଥେ ଝୁଲିବ।

Exodus 26:15
ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।

Exodus 26:17
ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।

Exodus 26:18
ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।

Exodus 26:20
ପୁଣି ପବିତ୍ର ତମ୍ବୁର ଅନ୍ୟ ପାଶର୍‌ବ ରେ ଉତ୍ତର ଦିଗ ରେ କୋଡିଏ ପଟା ହବେ।

Occurences : 139

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்