Base Word
מֹשֶׁה
Short DefinitionMosheh, the Israelite lawgiver
Long Definitionthe prophet and lawgiver, leader of the exodus
Derivationfrom H4871; drawing out (of the water), i.e., rescued
International Phonetic Alphabetmoˈʃɛ
IPA modmo̞wˈʃɛ
Syllablemōše
Dictionmoh-SHEH
Diction Modmoh-SHEH
UsageMoses
Part of speechn-pr-m

Exodus 2:10
ସହେି ଶିଶୁଟି ବଢିବାକୁ ଲାଗିଲା ଏବଂ କିଛି ଦିନ ପରେ ସହେି ସ୍ତ୍ରୀ ଲୋକଟି ରାଜକନ୍ଯାକୁ ସହେି ଶିଶୁଟିକୁ ଫରୋଇ ଦଲୋ। ରାଜକନ୍ଯା ସହେି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା'ର ନାମ ମାଶାେ ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।

Exodus 2:11
ମାଶାେ ବଡ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭଟେିଲେ ଏବଂ ଦେଖିଲେ, ଏବ୍ରୀଯ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ଯ କରାଯାଉ ଅଛି। ଦିନେ ମାଶାେ ଦେଖିଲେ ଜଣେ ମିଶରୀଯ ଲୋକ ଜଣେ ଏବ୍ରୀଯ ଲୋକକୁ ପ୍ରହାର କରୁଥିଲା।

Exodus 2:14
ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?

Exodus 2:15
ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।

Exodus 2:15
ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।

Exodus 2:17
ଇତ୍ଯବସର ରେ ମଷେପାଳକମାନେ ଆସି ସମାନଙ୍କେୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମାଶାେ ସମାନଙ୍କେୁ ସାହାୟ୍ଯ କଲେ ଓ ସମାନଙ୍କେର ମଷେପଲକୁ ଜଳ ଦେଲେ।

Exodus 2:21
ମାଶାେ ସହେି ଲୋକଟି ସହିତ ବାସ କରିବା ପାଇଁ ରାଜି ହେେଲ। ରୁଯଲେ ତାଙ୍କର କନ୍ଯା ସିପ୍ପୋରାକୁ ମାଶାଙ୍କେ ସହିତ ବିବାହ ଦେଲେ।

Exodus 2:21
ମାଶାେ ସହେି ଲୋକଟି ସହିତ ବାସ କରିବା ପାଇଁ ରାଜି ହେେଲ। ରୁଯଲେ ତାଙ୍କର କନ୍ଯା ସିପ୍ପୋରାକୁ ମାଶାଙ୍କେ ସହିତ ବିବାହ ଦେଲେ।

Exodus 3:1
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

Exodus 3:3
ତେଣୁ ମାଶାେ ନିଶ୍ଚିତ କଲେ, ସହେି ବୁଦା ପାଖକୁ ୟାଇ ଅଦ୍ଭୁତ ଦୃଶ୍ଯ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁ ରେ ଜଳି ମଧ୍ଯ ନଷ୍ଟ ହେଉନାହିଁ?

Occurences : 766

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்