Base Word
מִשְׁבְּצָה
Short Definitiona brocade; by analogy, a (reticulated) setting of a gem
Long Definitionplaited or filigree or chequered work (of settings for gems)
Derivationfrom H7660
International Phonetic Alphabetmɪʃ.bɛ̆ˈt͡sˤɔː
IPA modmiʃ.bɛ̆ˈt͡sɑː
Syllablemišbĕṣâ
Dictionmish-beh-TSAW
Diction Modmeesh-beh-TSA
Usageouch, wrought
Part of speechn-f

Exodus 28:11
ଶିଳ୍ପ କର୍ମ ରେ ମୁଦ୍ରା ଖାେଳିବା ନ୍ଯାଯ ସହେି ଦୁଇ ମଣି ଉପରେ ଇଶ୍ରାୟେଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ବର୍ଣ୍ଣ ଧାର ରେ ବନ୍ଦ କରିବ।

Exodus 28:13
ଶୁଦ୍ଧ ସୁବର୍ଣ୍ଣ ରେ ଏହି ପଥର ଏଫୋଦର ରହିବ।

Exodus 28:14
ଦୁଇମାେଡା ହାଇେଥିବା ସୁବର୍ଣ୍ଣ ଜଞ୍ଜିର କରି ସହେି ଏଫୋଦ ରେ ଲଗାଇବ।

Exodus 28:25
ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟି ରେ ବାନ୍ଧ।

Exodus 39:6
କର୍ମୀଗଣ ଏଫୋଦ ରେ ଗୋମଦେକ ମଣିକୁ ସୁନା ରେ ଖଚିତ କରି ବ୍ଯବହାର କଲେ। ସହେି ମଣି ରେ ଇଶ୍ରାୟେଲ ସନ୍ତାନମାନଙ୍କର ନାମ ଲେଖିଲେ।

Exodus 39:13
ଏବଂ ଚତୁର୍ଥ ପଂକ୍ତି ରେ ବୈଦୁର୍ୟ୍ଯ, ଗୋମଦେକ ମଣି, ସୂର୍ୟ୍ଯକାନ୍ତ ମଣି ଥିଲା। ଏହିସବୁ ମଣି ସ୍ବର୍ଣ୍ଣ ଧାର ରେ ବସାଗଲା।

Exodus 39:16
ଦୁଇ ସ୍ବର୍ଣ୍ଣଧାର ଓ ଦୁଇ ସ୍ବର୍ଣ୍ଣକଡା ନର୍ମାଣ କରି ବିଚାରାର୍ଥକ ବୁକପଟାର ଦୁଇ ପ୍ରାନ୍ତ ରେ ସହେି ଦୁଇ କଡା ଲାଗାଇଲେ।

Exodus 39:18
ମାଟେ ଜଞ୍ଜିରର ଦୁଇ ମଣ୍ଡ ଦୁଇ ଆଧାର ରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଦପଟି ଉପରେ ରଖିଲେ।

Psalm 45:13
ତା'ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହବୋପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦଖାୟୋନ୍ତି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்