Base Word
מִרְעֶה
Short Definitionpasture (the place or the act); also the haunt of wild animals
Long Definitionpasture, pasturage
Derivationfrom H7462 in the sense of feeding
International Phonetic Alphabetmɪrˈʕɛ
IPA modmiʁˈʕɛ
Syllablemirʿe
Dictionmir-EH
Diction Modmeer-EH
Usagefeeding place, pasture
Part of speechn-m

Genesis 47:4
ସମାନେେ ଫାରୋଙ୍କୁ କହିଲେ, କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସଠାେରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭମାନେେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋନ ଦେଶ ରେ ରହି ପାରିବୁ କି?

1 Chronicles 4:39
ସମାନେେ ଉପତ୍ୟକାର ପୂର୍ବ ପାଶର୍‌ବସ୍ଥ ଗଦୋର ସହରର ବର୍ହିଦେଶ ରେ ଥିବା ସ୍ଥାନକୁ ଗମନ କଲେ। ସମାନେେ ନିଜର ପଶୁ ଓ ମଷେ ପଲ ନିମନ୍ତେ ଚାରଣଭୂମି ଖାଜେିବାକୁ ସହେି ସ୍ଥାନକୁ ଗଲେ।

1 Chronicles 4:40
ସମାନେେ ସଠାେରେ ପ୍ରଚୁର ଘାସ ରେ ଭରା ଅତ୍ଯୁତ୍ତମ ଚାରଣଭୂମି ପାଇଲେ। ସଠାେରେ ସମାନେେ ଅନକେ ଉତ୍ତମସ୍ଥାନ ମଧ୍ଯ ପାଇଲେ। ସହେି ସ୍ଥାନ ଅତ୍ଯନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତ ରେ ହାମ୍ଙ୍କ ବଂଶଧରମାନେ ସଠାେରେ ବାସ କରୁଥିଲେ।

1 Chronicles 4:41
ହିଜକିଯ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସହେି ଲୋକମାନେ ଗଦୋରକୁ ଆସିଲେ ଓ ହାମ୍ଙ୍କ ବଂଶଧରମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହମାତୀଯ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରି ଦେଲେ। ସହେି ଲୋକମାନେ ସଠାେରେ ବାସ କରୁଥିବା ମିଯନୀଯ ଲୋକମାନଙ୍କ ସହିତ ମଧ୍ଯ ୟୁଦ୍ଧ କଲେ। ସମାନେେ ସମସ୍ତେ ମିଯନୀଯ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ଯ ସଠାେରେ କୌଣସି ମିଯନୀଯ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସଠାେରେ ବସବାସ କରିବାକୁ ଆରମ୍ଭ କଲେ।

Job 39:8
ବଣୁଆ ଗଧମାନେ ପାହାଡ଼ ରେ ବାସ କରନ୍ତି, ତାହା ସମାନଙ୍କେ ଚରିବା ସ୍ଥାନ। ସହେି ସ୍ଥାନ ରେ ସମାନେେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।

Isaiah 32:14
ମାରେ ଲୋକମାନେ ରାଜନଗରୀ ପରିତ୍ଯାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ଯ ହବେ। ଗିରି ଓ ପ୍ରହରି ଦୁର୍ଗ ଚିରିକାଳ ଗୁହାମଯ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହବେ।

Lamentations 1:6
ସିଯୋନ କନ୍ଯାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଚାଲିୟାଇଛି, ଏହାର ରାଜକୁମାରୀମାନେ ଚାରଣ ଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି। ପୁଣି ସମାନଙ୍କେୁ ଅନୁଧାବନ କରୁଥିବା ଲୋକମାନଙ୍କ ଆଗ ରେ ସମାନେେ ଶକ୍ତିହୀନ ହାଇେଛନ୍ତି।

Ezekiel 34:14
ମୁଁ ସମାନଙ୍କେୁ ଉତ୍ତମ ଚାରଣ ଭୂମିରେ ଚରାଇବି। ଏବଂ ଇଶ୍ରାୟେଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପ ରେ ସମାନଙ୍କେର ଗୋଠ ହବେ। ସହେି ସ୍ଥାନ ରେ ସମାନେେ ଉତ୍ତମ ଗୋଠ ରେ ଶଯନ କରିବେ ଓ ଇଶ୍ରାୟେଲର ପର୍ବତଗୁଡ଼ିକର ପୁଷ୍ଟିକର ଚାରଣ ଭୂମିରେ ସମାନେେ ଚରିବେ।

Ezekiel 34:14
ମୁଁ ସମାନଙ୍କେୁ ଉତ୍ତମ ଚାରଣ ଭୂମିରେ ଚରାଇବି। ଏବଂ ଇଶ୍ରାୟେଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପ ରେ ସମାନଙ୍କେର ଗୋଠ ହବେ। ସହେି ସ୍ଥାନ ରେ ସମାନେେ ଉତ୍ତମ ଗୋଠ ରେ ଶଯନ କରିବେ ଓ ଇଶ୍ରାୟେଲର ପର୍ବତଗୁଡ଼ିକର ପୁଷ୍ଟିକର ଚାରଣ ଭୂମିରେ ସମାନେେ ଚରିବେ।

Ezekiel 34:18
ତୁମ୍ଭମାନେେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭମାନେେ କାହିଁକି ଅନ୍ୟମାନଙ୍କର ଚାରଣ ସ୍ଥାନକୁ ପାଦ ରେ ଦଳିବ ? ତୁମ୍ଭମାନେେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମଷେମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି ?

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்