Base Word
מֹר
Short Definitionmyrrh (as distilling in drops, and also as bitter)
Long Definitionmyrrh
Derivationor מוֹר; from H4843
International Phonetic Alphabetmor
IPA modmo̞wʁ
Syllablemōr
Dictionmore
Diction Modmore
Usagemyrrh
Part of speechn-m

Exodus 30:23
ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।

Esther 2:12
ଦ୍ବାଦଶ ମାସ ଶଷେ ରେ, ରାଜା ଅକ୍ଷଶ୍ବରଶ ନିକଟକୁ ଏକ କୁଆଁରୀ କନ୍ଯାର ଉପସ୍ଥିତ ହବୋର ସମୟ ଆସିଲା। କାରଣ ସମାନଙ୍କେର ସୌନ୍ଦର୍ୟ୍ଯ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀ ଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ଯ ସବେନ କରିବାକୁ ହେଲା।

Psalm 45:8
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।

Proverbs 7:17
ଗନ୍ଧରସ ଓ ଅଗୁରୁ ଚିନି ରେ, ମାହେର ଶୟ୍ଯା ସୁବାସିତ କରିଅଛି।

Song of Solomon 1:13
ମାରେ ପ୍ରିଯତମ, ମାେ ବକ୍ଷସ୍ଥଳ ମଧିଅରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ ମାେ ପ୍ରତି ଅଟନ୍ତି।

Song of Solomon 3:6
ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।

Song of Solomon 4:6
ଦିବସ ନ ଆସିବା ପର୍ୟ୍ଯନ୍ତ ଓ ଛାଯା ବହି ନ ୟିବା ପର୍ୟ୍ଯନ୍ତ ମୁଁ ଗନ୍ଧରସ ପର୍ବତ ଓ କୁନ୍ଦୁରୁ ଉପପର୍ବତକୁ ୟିବି।

Song of Solomon 4:14
ସଠାେ ରେ ଜଟାମାଂସୀ ଓ କେଶର, ବଚ ଓ ଡ଼ାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି।

Song of Solomon 5:1
ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।

Song of Solomon 5:5
ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ ରେ ମାରେ ହସ୍ତରୁ ଗନ୍ଧରସ ଓ ମାେ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்