Base Word
מִקְנָה
Short Definitionproperly, a buying, i.e., acquisition; concretely, a piece of property (land or living); also the sum paid
Long Definitionpurchase
Derivationfeminine of H4735
International Phonetic Alphabetmɪk’ˈn̪ɔː
IPA modmikˈnɑː
Syllablemiqnâ
Dictionmik-NAW
Diction Modmeek-NA
Usage(he that is) bought, possession, piece, purchase
Part of speechn-f

Genesis 17:12
ତୁମ୍ଭର ପୁତ୍ରମାନଙ୍କୁ ଯେତବେେଳେ ଆଠଦିନ ହବେ, ତୁମ୍ଭେ ସେତବେେଳେ ସମାନଙ୍କେୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘ ରେ ଯେଉଁମାନେ ଜନ୍ମ ହାଇେଛନ୍ତି, ଯେଉଁମାନେ ବିଦେଶରୁ କିଣା ୟାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାୟିବ।

Genesis 17:13
ସେଥିବାଇଁ ତୁମ୍ଭର ସମସ୍ତ ପୁରୁଷ ସବେକଗଣ ନିଶ୍ଚଯ ସୁନ୍ନତ ହବେେ ଓ ତୁମ୍ଭମାନଙ୍କର ଶରୀର ରେ, ଚୁକ୍ତି ହିସାବ ରେ ମାରେ ଚିରନ୍ତନ ଚିହ୍ନ ରହିବ।

Genesis 17:23
ତା'ପରେ ଠିକ୍ ସହେିଦିନ ଅବ୍ରହାମ ଇଶ୍ମାଯଲେ ଓ ତାଙ୍କର ସମସ୍ତ ସବେକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରୀତ କଲେ। ଅବ୍ରହାମ ମଧ୍ଯ କ୍ରିତଦାସମାନଙ୍କୁ ଏକତ୍ରୀତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ବରଙ୍କ ବାକ୍ଯାନୁସା ରେ ଅବ୍ରହାମ ସମାନଙ୍କେୁ ସୁନ୍ନତ କରାଇଲେ।

Genesis 17:27
ଯଦିଓ ଅବ୍ରହାମ ପରିବାର ସମସ୍ତ ଲୋକ ସଦେିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରିତଦାସମାନେ ମଧ୍ଯ ସୁନ୍ନତ ହେଲେ।

Genesis 23:18
ଏହି ଚୁକ୍ତି ନଗର ଫାଟକରେ ହତରେ ଲୋକମାନଙ୍କ ଆଗ ରେ କରାଗଲା।

Exodus 12:44
କିନ୍ତୁ ପ୍ରେତ୍ୟକକ ଲୋକର ଦାସ ୟିଏ କିଣା ହାଇେଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହାଇେଥାଏ।

Leviticus 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

Leviticus 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

Leviticus 25:51
ଯବେେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନକେ ବର୍ଷ ବାକିଥାଏ ତବେେ କ୍ରଯ ମୂଲ୍ଯର ଏକ ବଡ ଅଂଶ ତାକୁ ଫରୋଇ ଦବେ।

Leviticus 27:22
ଯଦି କହେି ଆପଣା ସମ୍ପତ୍ତି ନି ହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଷ୍ଠା କରେ,

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்