Base Word
מִצְעָר
Short Definitionpetty (in size or number); adverbially, a short (time)
Long Definitiona small thing
Derivationfrom H6819
International Phonetic Alphabetmɪt͡sˤˈʕɔːr
IPA modmit͡sˈʕɑːʁ
Syllablemiṣʿār
Dictionmits-AWR
Diction Modmeets-AR
Usagelittle one (while), small
Part of speechn-m

Genesis 19:20
ଦେଖ ଏହି ସ୍ଥାନ ନିକଟରେ ଏକ େଛାଟ ସହର ଅଛି। ତୁମ୍ଭେ ମାେତେ ସହେି ସ୍ଥାନକୁ ଦୌଡ଼ି ୟିବାକୁ ଅନୁମତି ଦିଅ। ମୁଁ ସଠାେରେ ନିରାପଦ ରେ ବାସ କରି ପାରିବି। ତାହା ଗୋଟିଏ େଛାଟ ସହର ମାତ୍ର।

Genesis 19:20
ଦେଖ ଏହି ସ୍ଥାନ ନିକଟରେ ଏକ େଛାଟ ସହର ଅଛି। ତୁମ୍ଭେ ମାେତେ ସହେି ସ୍ଥାନକୁ ଦୌଡ଼ି ୟିବାକୁ ଅନୁମତି ଦିଅ। ମୁଁ ସଠାେରେ ନିରାପଦ ରେ ବାସ କରି ପାରିବି। ତାହା ଗୋଟିଏ େଛାଟ ସହର ମାତ୍ର।

2 Chronicles 24:24
ଅରାମୀଯ ସୈନ୍ଯଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନଇେ ଆସିଥିଲେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଯିହୁଦାର ବୃହତ୍ ସୈନ୍ଯଦଳ ଉପରେ ବିଜଯଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସମାନଙ୍କେ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ସମାନେେ ତାଙ୍କୁ ପରିତ୍ଯାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ।

Job 8:7
ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।

Isaiah 63:18
ତୁମ୍ଭର ପବିତ୍ର ଲୋକମାନେ ଅଳ୍ପକାଳ ପାଇଁ ତୁମ୍ଭର ମନ୍ଦିରକୁ ଅଧିକାର କଲେ ; ମାତ୍ର ଆମ୍ଭମାନଙ୍କର ବିପକ୍ଷଦଳ ତୁମ୍ଭର ସହେି ପବିତ୍ର ମନ୍ଦିରକୁ ପଦଦଳିତ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்